Doctor Advice: ଶ୍ବାସ ରୋଗ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ, ଏ ନେଇ କ’ଣ କୁହନ୍ତି ଡାକ୍ତର…

ଶ୍ବାସ ରୋଗ ଜନ୍ମରୁ ହୋଇପାରେ। ଶିଶୁଙ୍କଠାରେ ଦେଖାଯାଉଥିବା ସବୁ ସଙ୍କେତ ଶ୍ବାସ ରୋଗ ନୁହେଁ। ୫ ବର୍ଷ ପରେ ସଠିକ୍‌ ପରୀକ୍ଷା କରିବା ପରେ ଜଣାପଡ଼େ। ବୟସ୍କ ଲୋକ ମଧ୍ୟ ଏହାର ଶିକାର ହୋଇଥାନ୍ତି।

Exit mobile version