ରାଜ୍ୟ

Mahanadi: ରାଜନୀତିକୁ ଫେରିଲା ମହାନଦୀ: ଓଡ଼ିଶା ଆଶ୍ବସ୍ତ ହେଲା ପରି ସଙ୍କେତ ଆସୁନି

ଏମ୍‌ଏମ୍‌ଡିଆର୍‌ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିଲା ବେଳେ ମହାନଦୀ ଜଳ ବିବାଦ ପ୍ରସଙ୍ଗ ଧସେଇ ପଶିଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ଏକ ମନ୍ତବ୍ୟକୁ ନେଇ ରାଜନୀତି ତେଜିଛି।

ଭୁବନେଶ୍ବର: ଏମ୍‌ଏମ୍‌ଡିଆର୍‌ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିଲା ବେଳେ ମହାନଦୀ ଜଳ ବିବାଦ ପ୍ରସଙ୍ଗ ଧସେଇ ପଶିଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ଏକ ମନ୍ତବ୍ୟକୁ ନେଇ ରାଜନୀତି ତେଜିଛି। ମହାନଦୀ ବିବାଦରେ ଓଡ଼ିଶା କ୍ଷତିଗ୍ରସ୍ତ ରାଜ୍ୟ ହୋଇଥିଲାବେଳେ ଏହାକୁ ଏକ ବିବାଦ ନୁହେଁ ବୋଲି ଶ୍ରୀ ସାଏ ମନ୍ତବ୍ୟ ଦେଇ ରାଜ୍ୟ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି। ବିଜେଡି ଏହାର କଡ଼ା ପ୍ରତିବାଦ କରି ଓଡ଼ିଶାର ସ୍ବାର୍ଥ ସହ ସାଲିସ କରାଯାଉଥିବା ନେଇ ସନ୍ଦେହ ପ୍ରକଟ କରିଛି। ବିଧାନସଭା ଅଧିବେଶନ ପୂର୍ବରୁ ମହାନଦୀ ପ୍ରସଙ୍ଗ ତେଜିଥିବାରୁ ଏହାକୁ ରାଜନୈତିକ ମହଲରେ
ବେଶ୍‌ ଗୁରୁତ୍ବ ଦିଆଯାଉଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button