ରାଜ୍ୟ
Encounter: ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରିଛି ନନ୍ଦିପଦା ପୁଲିସ। ଛେନାପଦୀ ନିକଟ ଅସିଆ ଗାଁ ନିକଟରେ ଏହି ଘଟଣା ଘଟିଛି। ପୁଲିସର ପାଲଟା ଗୁଳିରେ ଅର୍ଜୁନର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି...

ହାଟଡିହି (କିଶୋର ଆଚାର୍ଯ୍ୟ): ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରିଛି କେନ୍ଦୁଝରଜିଲ୍ଲା ନନ୍ଦିପଦା ପୁଲିସ। ଛେନାପଦୀ ନିକଟ ଅସିଆ ଗାଁ ନିକଟରେ ଏହି ଘଟଣା ଘଟିଛି। ପୁଲିସର ପାଲଟା ଗୁଳିରେ ଅର୍ଜୁନର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି।
ସୌଜନ୍ୟ ସମ୍ବାଦ




