ଦେଶ ବିଦେଶ
‘Father’: ‘ବାପା ହିଁ ଏମିତି କରିପାରିବେ’: ଝିଅର ଭାଇରାଲ ଭିଡ଼ିଓ ଦେଖି ବାପାଙ୍କୁ ସାଲ୍ୟୁଟ କଲେ ଲୋକେ
ଝିଅଙ୍କ ପାଇଁ କେହି ବି ବାପାଙ୍କଠୁ ଉପରେ ହୋଇନଥାନ୍ତି । ଯେତେବେଳେ କେବେ ଅସୁବିଧା ଆସେ ପ୍ରଥମେ ମନରେ ବାପାଙ୍କ ଚେହେରା ସାମ୍ନାକୁ ଆସିଥାଏ । ଜୀବନରେ ଆସୁଥିବା ସମସ୍ୟା ଘେରରେ ବାପା ହିଁ ଗୋଟେ ଝିଅ ପାଇଁ ପ୍ରଥମ ସାହସ ଭାବେ ଉଭା ହୋଇଥାନ୍ତି।

ଝିଅଙ୍କ ପାଇଁ କେହି ବି ବାପାଙ୍କଠୁ ଉପରେ ହୋଇନଥାନ୍ତି। ଝିଅର ଯେତେେବେଳ କୌଣସି ଅସୁବିଧା ଆସେ ପ୍ରଥମେ ମନରେ ବାପାଙ୍କ ଚେହେରା ସାମ୍ନାକୁ ଆସିଥାଏ। ଜୀବନରେ ଆସୁଥିବା ସମସ୍ୟା ଘେରରେ ବାପା ହିଁ ଗୋଟେ ଝିଅ ପାଇଁ ପ୍ରଥମ ସାହସ ଭାବେ ଉଭା ହୋଇଥାନ୍ତି। ‘ବାପା’ ଏକ ଏପରି ଶବ୍ଦ ଯିଏ ବିନା କୌଣସି ସ୍ବାର୍ଥରେ ଅଥବା ବିନା କୌଣସି ଆଶାରେ ସର୍ବଦା ଝିଅର ହସ, ଖୁସି ଏବଂ ସାହାସ ପାଇଁ ଆଗେଇ ଆସନ୍ତି। ଦୁନିଆରେ ବାପା ହିଁ ଜଣେ ଏପରି ବ୍ୟକ୍ତିତ୍ବ ଯିଏ ପ୍ରତ୍ୟେକ ସଂଘର୍ଷକୁ ଆମ ପାଇଁ ସରଳ କରିଦେଇଥାନ୍ତି।
ସୌଜନ୍ୟ ସମ୍ବାଦ




