ନୂଆଦିଲ୍ଲୀ: ଭାରତ ବର୍ଷ ସର୍ବଦା ସନ୍ଥ ପରମ୍ପରାକୁ ଉଜ୍ଜିବୀତ କରି ରଖିଆସିଛି। ଆମ ଦେଶରେ ବିଭିନ୍ନ ସମୟରେ ଅନେକ ସନ୍ଥ ମହାପୁରୁଷ ଜନ୍ମଲାଭ କରି ସମାଜ ପାଇଁ ଦିଗବାରେଣୀର ଭୂମିକା ନିର୍ବାହ କରିଛନ୍ତି। ସେମାନଙ୍କର ଦିଗଦର୍ଶନ ଏବଂ ପ୍ରେରଣା ବିପଥଗାମୀ ମଣିଷକୁ ଆଲୋକର ମାର୍ଗ ଦେଖାଇଛି।