ବନ୍ଧମୁଣ୍ଡା ଓଡ଼ିଶାର ଖଣି ନଗରୀ କୋଇଡ଼ା ଓ ବଡ଼ବିଲ ଠାରୁ କମ୍ ନୁହେଁ

ଅଞ୍ଚଳରେ ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ ଧୂଳି ମାମଲାରେ ବନ୍ଧମୁଣ୍ଡା ଏବେ ଓଡ଼ିଶାର ଖଣି ନଗରୀ କୋଇଡ଼ା ଓ ବଡ଼ବିଲ ଠାରୁ କମ୍ ନୁହେଁ।
ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ଯେ ଜିଲ୍ଲା ପ୍ରଶାସନ ଏହି ଗୁରୁତର ସମସ୍ୟା ଖୁବ୍ ଗୁରୁତ୍ୱ ଦେଉନାହାନ୍ତି। ଲୋକମାନେ ନିୟମିତ ପାଣି ଛିଟା ତଥା ରାସ୍ତାରେ ପଡ଼ି ରହିଥିବା ଧୂଳିକୁ ଉଠାଇବା ପାଇଁ ଦାବି କରିଛନ୍ତି।