ରାଶିଫଳ

Horoscope Today : ମେ’୦୪ ତାରିଖ, ସୋମବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ– ଆସନ୍ତାକାଲି ଆପଣଙ୍କ ପାଇଁ ଦିନଟି ମଧ୍ୟମ ରହିବ। କାର୍ଯ୍ୟରେ ଧୀରେ ଧୀରେ ସଫଳତା ମିଳିବ। ଧନ ଆଗମନ ସାଧାରଣ ରହିବ। ପରିବାରରେ ସହଯୋଗ ମିଳିବ। ମନ କେତେକ ଅଶାନ୍ତ ରହିପାରେ। ସ୍ଵାସ୍ଥ୍ୟ ସାଧାରଣ ରହିବ।

ବୃଷ– ସତର୍କ ରୁହନ୍ତୁ। କାମରେ ବାଧା ଓ ବିଳମ୍ବ ହେବ। ଧନ କ୍ଷତି ବା ଅନାବଶ୍ୟକ ଖର୍ଚ୍ଚ ବଢିପାରେ। ପରିବାରରେ ତନାବ ହୋଇପାରେ। ମନସିକ ଚିନ୍ତା ବଢିପାରେ। ସ୍ୱାସ୍ଥ୍ୟରେ ସତର୍କତା ଆବଶ୍ୟକ।

ମିଥୁନ– ସୋମବାର ଦିନଟି ମଧ୍ୟମ ରହିବ। କାର୍ଯ୍ୟରେ ପ୍ରୟାସରେ ଫଳ ମିଳିବ। ଧନ ସ୍ଥିତି ସାଧାରଣ ରହିବ। ପରିବାରରେ ସହଯୋଗ ମିଳିବ। ଛୋଟ ଯାତ୍ରା ଯୋଗ ରହିଛି। ସ୍ୱାସ୍ଥ୍ୟ ଠିକ୍ ରହିବ।

କର୍କଟ– ଆସନ୍ତାକାଲି ଦିନଟି ଶୁଭ ଓ ଲାଭଦାୟକ ରହିବ। କାର୍ଯ୍ୟରେ ସଫଳତା ଓ ଲାଭ ମିଳିବ। ଧନ ଆଗମନ ହେବ। ପରିବାରରେ ସୁଖ ଶାନ୍ତି ରହିବ। ନୂଆ କାମ ଆରମ୍ଭ ପାଇଁ ଶୁଭ ସମୟ। ସ୍ୱାସ୍ଥ୍ୟ ଭଲ ରହିବ।

ସିଂହ– ଦିନଟି ସତର୍କତାରେ କାଟନ୍ତୁ। କାମରେ ବାଧା ଓ ଚାପ ବଢିପାରେ। ଧନ ଖର୍ଚ୍ଚ ବଢିପାରେ। ପରିବାରରେ ଛୋଟ ମତଭେଦ ହୋଇପାରେ। ମନ ଅଶାନ୍ତ ରହିପାରେ। ସ୍ୱାସ୍ଥ୍ୟରେ ଧ୍ୟାନ ଦିଅନ୍ତୁ।

କନ୍ୟା– ସୋମବାର ଦିନଟି ମଧ୍ୟମ ରହିବ। କାମରେ ଧୀର ଫଳ ମିଳିବ। ଧନ ଆଗମନ ସୀମିତ ରହିବ। ପରିବାରରେ ସହଯୋଗ ରହିବ। ଅନାବଶ୍ୟକ ଚିନ୍ତା ବଢିପାରେ। ସ୍ୱାସ୍ଥ୍ୟ ସାଧାରଣ ରହିବ।

ତୁଳା– ଦିନଟି ଶୁଭ ରହିବ। କାର୍ଯ୍ୟରେ ଉନ୍ନତି ଓ ସଫଳତା ମିଳିବ। ଧନ ଲାଭ ହେବ। ପରିବାରରେ ସୁଖ ଶାନ୍ତି ରହିବ। ବନ୍ଧୁମାନଙ୍କ ସହ ମିଳନ ହେବ। ସ୍ୱାସ୍ଥ୍ୟ ଭଲ ରହିବ।

ବିଛା– ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ଆତ୍ମବିଶ୍ୱାସ ବଢିବ। କାର୍ଯ୍ୟରେ ସଫଳତା ମିଳିବ। ନୂଆ ଯୋଜନା ଆରମ୍ଭ କରିପାରିବେ। ଧନ ଲାଭ ହେବ। ପରିବାରରେ ସମ୍ମାନ ବଢିବ। ସ୍ୱାସ୍ଥ୍ୟ ଭଲ ରହିବ।

ଧନୁ– ଆସନ୍ତାକାଲି ଦିନଟି ସତର୍କତାରେ କାଟନ୍ତୁ। ଅନାବଶ୍ୟକ ଖର୍ଚ୍ଚ ବଢିପାରେ। କାମରେ ବିଳମ୍ବ ହେବ। ପରିବାରରେ ମତଭେଦ ହୋଇପାରେ। ମନ ଅଶାନ୍ତ ରହିପାରେ। ସ୍ଵାସ୍ଥ୍ୟରେ ଧ୍ୟାନ ଦିଅନ୍ତୁ।

ମକର– ଆସନ୍ତାକାଲି ଦିନଟି ମଧ୍ୟମ ରହିବ। କାମରେ ଧୀରେ ଧୀରେ ଫଳ ମିଳିବ। ଧନ ସ୍ଥିତି ସାଧାରଣ ରହିବ। ପରିବାରରେ ସହଯୋଗ ମିଳିବ। ଛୋଟ ଯାତ୍ରା ଯୋଗ ରହିଛି। ସ୍ୱାସ୍ଥ୍ୟ ଠିକ୍ ରହିବ।

କୁମ୍ଭ– ସୋମବାର ଦିନଟି ଶୁଭ ଓ ଲାଭଦାୟକ ରହିବ। କାର୍ଯ୍ୟରେ ସଫଳତା ମିଳିବ। ଧନ ଆଗମନ ହେବ। ପରିବାରରେ ସୁଖ ରହିବ। ନୂଆ ସୁଯୋଗ ମିଳିପାରେ। ସ୍ୱାସ୍ଥ୍ୟ ଭଲ ରହିବ।

ମୀନ– ଘାତ ଚନ୍ଦ୍ରର ପ୍ରଭାବରେ ସତର୍କ ରୁହନ୍ତୁ। କାମରେ ବାଧା ଓ ଚାପ ବଢିପାରେ। ଧନ କ୍ଷତି ବା ଖର୍ଚ୍ଚ ବଢିପାରେ। ପରିବାରରେ ତନାବ ହୋଇପାରେ। ମନସିକ ଚିନ୍ତା ବଢିପାରେ। ସ୍ୱାସ୍ଥ୍ୟରେ ସତର୍କତା ଆବଶ୍ୟକ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

ସୌଜନ୍ୟ Prameya News7

Show More
Back to top button