ଦେଶ ବିଦେଶ

India: ସାଉଦି ଆରବର ଉପରେ ହୁତି ବିଦ୍ରୋହୀଙ୍କ ଆକ୍ରମଣକୁ ନିନ୍ଦା କଲା ଭାରତ

ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ଶକ୍ତି ପ୍ରକଳ୍ପ ଓ ଜନସାଧାରଣ ବ୍ୟବହାର କରୁଥିବା ଭିତ୍ତିଭୂମି ଉପରେ ୟେମେନର ହୁତି ବିଦ୍ରୋହୀଙ୍କ ଭୟାବହ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣକୁ ଭାରତ ବୁଧବାର ଦୃଢ଼ ଶବ୍ଦରେ ନିନ୍ଦା କରିଛି।

ନୂଆଦିଲ୍ଲୀ: ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ଶକ୍ତି ପ୍ରକଳ୍ପ ଓ ଜନସାଧାରଣ ବ୍ୟବହାର କରୁଥିବା ଭିତ୍ତିଭୂମି ଉପରେ ୟେମେନର ହୁତି ବିଦ୍ରୋହୀଙ୍କ ଭୟାବହ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣକୁ ଭାରତ ବୁଧବାର ଦୃଢ଼ ଶବ୍ଦରେ ନିନ୍ଦା କରିଛି। ଏହି ଆକ୍ରମଣ ଆଞ୍ଚଳିକ ସୁରକ୍ଷା ଓ ସ୍ଥିରତାକୁ ବିପନ୍ନ କରିବା ସହ ”ବାବ୍-ଏଲ୍-ମାଣ୍ଡେବ୍” ସାମୁଦ୍ରିକ ପ୍ରଣାଳୀରେ ନୌଚାଳନାର ସ୍ୱାଧୀନତା ପ୍ରତି ଗୁରୁତର ବିପଦ ସୃଷ୍ଟି କରୁଛି ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button