ରାଜ୍ୟ

Judgement: ଦୁଇ ଜାମିନ ଅଭିଯୁକ୍ତଙ୍କ ଜାମିନ ଆବେଦନକକୁ ଏତଲାକାରୀଙ୍କ ତରଫରୁ ହାଇକୋର୍ଟରେ ବିରୋଧ

ବହୁ ଚର୍ଚ୍ଚିତ ଭୁବନେଶ୍ବର ୟୁଟ୍ୟୁବର ରାହୁଲ୍‌ ମହାରଣାଙ୍କ ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଦୁଇ ଅଭିଯୁକ୍ତଙ୍କ ଜାମିନ ଆବେଦନର ଆଜି ହାଇକୋର୍ଟରେ ଶୁଣାଣି ହୋଇଥିଲା। ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ କୁନା ଓରଫ ସଂଗ୍ରାମ ବେହେରା...

କଟକ: ବହୁ ଚର୍ଚ୍ଚିତ ଭୁବନେଶ୍ବର ୟୁଟ୍ୟୁବର ରାହୁଲ୍‌ ମହାରଣାଙ୍କ ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଦୁଇ ଅଭିଯୁକ୍ତଙ୍କ ଜାମିନ ଆବେଦନର ଆଜି ହାଇକୋର୍ଟରେ ଶୁଣାଣି ହୋଇଥିଲା। ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ କୁନା ଓରଫ ସଂଗ୍ରାମ ବେହେରା ଓ ସତୁରା ଓରଫ ସଂଗ୍ରାମ କେଶରୀ ବେହେରାଙ୍କ ଜାମିନ ଆବେଦନର ଶୁଣାଣି ବେଳେ ଏତଲକାରୀଙ୍କ ତରଫରୁ ଏହାର ବିରୋଧ କରାଯାଇଥିଲା। ଏହି ମାମଲାରେ ହୋଇଥିବା ଟିଆଇ ପରେଡ ଓ ତଦନ୍ତରୁ ମିଳିଥିବା ତଥ୍ୟ ପ୍ରମାଣ ସଂପର୍କରେ ଏତଲାକାରୀଙ୍କ ତରଫରୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାପରେ ନଭେମ୍ବର ୪କୁ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button