Khandagiri Mela: ଖଣ୍ଡଗିରି ମେଳା: ସିସିଟିଭି ଆଗରେ ଲୋକଙ୍କ ଭିଡ଼

Khandagiri Mela: ଖଣ୍ଡଗିରି ମେଳାରେ ସାଧୁ-ଭକ୍ତଙ୍କ ମେଳି

  1. ଭୁବନେଶ୍ବରର ଖଣ୍ଡଗିରିରେ ମାଘମେଳା ଜାରି ରହିଛି। ଗତ ୨୫ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ମେଳାରେ ସାଧୁ-ସନ୍ଥଙ୍କ ସମେତ ଭକ୍ତମାନଙ୍କର ଆଗମନ ହେଉଛି। ପାହାଡ଼ର ପାଦଦେଶରେ ବ୍ୟବସାୟୀ ଓ ଗ୍ରାହକମାନେ ଭିଡ଼ ଲଗାଉଛନ୍ତି।

     Photo: Bibhuti Sahoo

 

2K5

3. K4
4.
K2
5.
K1
6.
K

ସୌଜନ୍ୟ ସମ୍ବାଦ