Khandagiri Mela: ଖଣ୍ଡଗିରି ମେଳାରେ ସାଧୁ-ଭକ୍ତଙ୍କ ମେଳି
- ଭୁବନେଶ୍ବରର ଖଣ୍ଡଗିରିରେ ମାଘମେଳା ଜାରି ରହିଛି। ଗତ ୨୫ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ମେଳାରେ ସାଧୁ-ସନ୍ଥଙ୍କ ସମେତ ଭକ୍ତମାନଙ୍କର ଆଗମନ ହେଉଛି। ପାହାଡ଼ର ପାଦଦେଶରେ ବ୍ୟବସାୟୀ ଓ ଗ୍ରାହକମାନେ ଭିଡ଼ ଲଗାଉଛନ୍ତି।
2
3.
4.
5.
6.
ସୌଜନ୍ୟ ସମ୍ବାଦ
