ଏଲଡିଏଫ୍‌ ଓ ୟୁଡିଏଫ୍‌ର ସମସ୍ତ ନୀତି କେବଳ ଭୋଟବ୍ୟାଙ୍କ ରାଜନୀତି ଉପରେ ଆଧାରିତ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଦୁର୍ନୀତିଗ୍ରସ୍ତ ଦୁଇ ଦଳ ବିଜେପିକୁ ଡରନ୍ତି। ଯଦି ଆମେ ଶାସନକୁ ଆସିଯିବୁ ଏମାନଙ୍କ ସମସ୍ତ କଳା କାରନାମା ପଦାରେ ପଡ଼ିଯିବ। ସୂଚନାଯୋଗ୍ୟ, କେରଳରେ ଆସନ୍ତା ଏପ୍ରିଲ ୯ ତାରିଖରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।