ରାଜ୍ୟ
Murder: ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁ, ଲୁଟ୍ ପରେ ହତ୍ୟା ସନ୍ଦେହ
ଜଟଣୀରେ ଶାନ୍ତିଲତା ପ୍ରଧାନ ନାମକ ଜଣେ ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଲୁଟ୍ ପାଇଁ ଆସିଥିବା ଲୁଟେରା ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଜଣେ ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଲୁଟ୍ ପାଇଁ ଆସିଥିବା ଲୁଟେରା ତାଙ୍କୁ ହତ୍ୟାକରିଥିବା ସନ୍ଦେହ କରାଯାଉଛି। ଗତକାଲି ରାତ୍ରୀରେ ଘରୁ ତାଙ୍କର ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି । ମୃତା ହେଲେ ୭୫ ବର୍ଷୀୟା ଶାନ୍ତିଲତା ପ୍ରଧାନ ।
ସୌଜନ୍ୟ ସମ୍ବାଦ




