ଦେଶ ବିଦେଶ

Nepal: ନେପାଳ ବନ୍ୟାରେ ନିଖୋଜଙ୍କୁ ଖୋଜିବାର ଶେଷ ଆଶା ଡିଏନ୍‌ଏ ପରୀକ୍ଷା

ନେପାଳରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆକସ୍ମିକ ବନ୍ୟାରେ ମୃତ୍ୟୁସଂଖ୍ୟା ୧୩୦୦ରୁ ଅଧିକ ହୋଇଥିବାବେଳେ ପ୍ରାୟ ୫୦୦୦ ଲୋକ ଏବେ ବି ନିଖୋଜ ଅଛନ୍ତି।

କାଠମାଣ୍ଡୁ: ନେପାଳରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆକସ୍ମିକ ବନ୍ୟାରେ ମୃତ୍ୟୁସଂଖ୍ୟା ୧୩୦୦ରୁ ଅଧିକ ହୋଇଥିବାବେଳେ ପ୍ରାୟ ୫୦୦୦ ଲୋକ ଏବେ ବି ନିଖୋଜ ଅଛନ୍ତି। ନିଖୋଜଙ୍କ ପରିବାର ନିଜ ଲୋକଙ୍କ ଭାଗ୍ୟ ଜାଣିବା ପାଇଁ ଅପେକ୍ଷା କରିଥିବାବେଳେ ମୃତଦେହ ଚିହ୍ନଟରେ ଡିଏନ୍‌ଏ ପରୀକ୍ଷା ଏବେ ଶେଷ ଆଶା ପାଲଟିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button