ରାଜ୍ୟ

Odisha High Court: ପିପିଲି ଥାନା ଏସଆଇଙ୍କୁ ଭର୍ତ୍ସନା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଧାରୁଆ ଅସ୍ତ୍ରରେ ଜଣେ ମହିଳାଙ୍କ ମୁଣ୍ଡକୁ ହାଣିବା ଓ ଅନ୍ୟ କେତେକ ବ୍ୟକ୍ତିଙ୍କୁ ଆକ୍ରମଣ କରାଯିବା ଘଟଣାକୁ ନେଇ ପିପିଲି ଥାନାରେ ୨୦୨୬, ଫେବ୍ରୁଆରି ୨୬ରେ ରୁଜୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କଟକ: ଧାରୁଆ ଅସ୍ତ୍ରରେ ଜଣେ ମହିଳାଙ୍କ ମୁଣ୍ଡକୁ ହାଣିବା ଓ ଅନ୍ୟ କେତେକ ବ୍ୟକ୍ତିଙ୍କୁ ଆକ୍ରମଣ କରାଯିବା ଘଟଣାକୁ ନେଇ ପିପିଲି ଥାନାରେ ୨୦୨୬, ଫେବ୍ରୁଆରି ୨୬ରେ ରୁଜୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାର ତଦନ୍ତ ନିରପେକ୍ଷ ନଥିଲା ବୋଲି ହାଇକୋର୍ଟ ମତ ଦେଇଛନ୍ତି। କୌଣସି ଯୁକ୍ତିଯୁକ୍ତ କାରଣ ନଥାଇ ପିପିଲି ଥାନାର ତଦନ୍ତକାରୀ ଅଧିକାରୀ ତଥା ଏସଆଇ ଚିତ୍ତରଞ୍ଜନ ଦାଶ ଜଣେ ମହିଳା ଅଭିଯୁକ୍ତଙ୍କୁ ମାମଲାରୁ ବାଦ ଦେବାକୁ ଉଦ୍ୟମ କରିଥିଲେ ବୋଲି ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button