ଦେଶ ବିଦେଶ

Oil: ରୁଷୀୟ ତେଲ କିଣିବା ନେଇ ଆମେରିକାର ଶୁଳ୍କକୁ ବିରୋଧ

ରୁଷ୍‌ଠାରୁ ଭାରତ ଅଶୋଧିତ ତେଲ କିଣୁଥିବାରୁ ଆମେରିକା ଶୁଳ୍କ ଲଗାଇବାକୁ ନେଇ ଜାତୀୟ ସ୍ବୟଂସେବକ ସଂଘ ସହ ଆଦର୍ଶଗତ ଭାବେ ଜଡ଼ିତ ଅର୍ଥନୈତିକ ସଂଗଠନ ସ୍ବଦେଶୀ ଜାଗରଣ ମଞ୍ଚ କଠୋର ପ୍ରତିକ୍ରିୟା ଦେଇଛି।

ନୂଆଦିଲ୍ଲୀ: ରୁଷ୍‌ଠାରୁ ଭାରତ ଅଶୋଧିତ ତେଲ କିଣୁଥିବାରୁ ଆମେରିକା ଶୁଳ୍କ ଲଗାଇବାକୁ ନେଇ ଜାତୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ସହ ଆଦର୍ଶଗତ ଭାବେ ଜଡ଼ିତ ଅର୍ଥନୈତିକ ସଂଗଠନ ସ୍ବଦେଶୀ ଜାଗରଣ ମଞ୍ଚ (ଏସ୍‌ଜେଏମ୍‌) କଠୋର ପ୍ରତିକ୍ରିୟା ଦେଇଛି। ଆମେରିକୀୟ କମ୍ପାନିଗୁଡ଼ିକୁ ବର୍ଜନ କରିବାକୁ ଦେଶବାସୀଙ୍କୁ ଆହ୍ବାନ ଦେବା ସହ ଆମେରିକାର ପ୍ରଯୁକ୍ତି ଓ ସାମାଜିକ ଗଣମାଧ୍ୟମ କମ୍ପାନି ଉପରେ ଏକତରଫା କଟକଣା ଲଗାଇବାକୁ ଭାରତ ସରକାରଙ୍କୁ ଏସ୍‌ଜେଏମ୍‌ ଦାବି କରିଛି। ବୁଧବାର ଜାରି ବିବୃତିରେ ସଂଗଠନର ଜାତୀୟ ସହ-ସଂଯୋଜକ ଅଶ୍ବିନୀ ମହାଜନ ଏହି ଦାବି ରଖିଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button