
ଚଣ୍ଡିଖୋଲ: ଯାଜପୁରଜିଲ୍ଲା ଚଣ୍ଡିଖୋଲ ସମ୍ବାଦର ବରିଷ୍ଠ ସାମ୍ବାଦିକ ଭକ୍ତ ଚରଣ ସାହୁଙ୍କ ସାନଭାଇ ମାହାଙ୍ଗାର ସମ୍ବାଦ ପ୍ରତିନିଧି ତଥା ମାହାଙ୍ଗା ପ୍ରେସକ୍ଳବର ସଭାପତି ଦୀପକ କୁମାର ସାହୁ (୪୪)ଙ୍କର ଆଜି ଭୋର ସମୟରେ ପରଲୋକ ଘଟିଛି ।
ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି
ଗତ ୧୦ ଦିନ ପୂର୍ବରୁ ସେ ହଠାତ ଗୁରୁତର ଅସୁସ୍ଥ ହୋଇ ଟାଙ୍ଗି ସ୍ଥିତ ପଦ୍ମିନୀ କେୟାରରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ସେଠାରେ ପରଲୋକ ଘଟିଥିଲା । ତାଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି ।
ସୌଜନ୍ୟ ସମ୍ବାଦ




