ରାଜ୍ୟ

Politics Intensifies: ଜଳାଶୟକୁ ନେଇ ବଲାଙ୍ଗୀରରେ ତେଜିଲା ରାଜନୀତି

ବଲାଙ୍ଗୀର: ନେତାଙ୍କ ପରେ ଗ୍ରାଉଣ୍ଡରେ ମୁହାଁମୁହିଁ ହେଲେ କର୍ମୀ। ମାଟି କାମ ଚାଲିଥିବା ସ୍ଥାନରେ ମୁହାଁମୁଁହି ହେଲେକଂଗ୍ରେସ ଓ ବିଜେଡି କର୍ମୀ। ଘଟଣାସ୍ଥଳରେ ଚାପା ଉତ୍ତେଜନା। ବଲାଙ୍ଗୀର ସହର ଭିତରେ ଥିବା ବିଭିନ୍ନ ଜଳାଶୟର ପଙ୍କ ଉଦ୍ଧାର କାମ ଚାଲିଛି।

ବଲାଙ୍ଗୀର ଟାଉନ କଂଗ୍ରେସ ଓ ବିଜେଡି ବିରୋଧ କରୁଥିବା ସ୍ଥାନରେ ମୁହାଁମୁହିଁ ହୋଇଛନ୍ତି

ତେବେ ସହରର ହୃତ୍ ପିଣ୍ଡରେ ଥିବା କରଙ୍ଗାକଟା ଓ ନରସିଂହ ବନ୍ଧରେ ମାଟି ଉନ୍ନତିକରଣ ଚାଳିଥିବା ବେଳେ ଆଜି ବଲାଙ୍ଗୀର ଟାଉନ କଂଗ୍ରେସ ଓ ବିଜେଡି ବିରୋଧ କରୁଥିବା ସ୍ଥାନରେ ମୁହାଁମୁହିଁ ହୋଇଛନ୍ତି। କରଙ୍ଗାକଟାର ହନୁମାନ ମନ୍ଦିରରୁ ଶତାଧିକ ମହିଳା ଏକ ଶୋଭାଯାତ୍ରାରେ ବାହାରି ନୃରସିଂହ ବନ୍ଧ ଠାରେ ଚାଲିଥିବା କଂଗ୍ରେସର ବିରୋଧ ସଭା ସ୍ଥାନରେ ପହଞ୍ଚି ନାରାବାଜି କରିଥଲେ।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button