ଦେଶ ବିଦେଶ

Premanand Maharaj: ଟାଟୁରେ ‘ରାଧେ-ରାଧେ’ ଲେଖିଛନ୍ତି? ଜାଣନ୍ତୁ ପ୍ରେମାନନ୍ଦ ମହାରାଜ କଣ କହିଲେ

ଭକ୍ତି ଦେଖାଇବା ପାଇଁ ହାତରେ ଲେଖୁଛନ୍ତି କି 'ରାଧେ-ରାଧେ'? ଶରୀରରେ ବନାଉଛନ୍ତି କି ଶ୍ରୀକୃଷ୍ଣଙ୍କ ଟାଟୁ? ତେବେ ସାବଧାନ! ଅଜାଣତରେ ହେଉଛି ଅପରାଧ? ଏହାକୁ ନେଇ ବଡ଼ ବାର୍ତ୍ତା ଦେଇଛନ୍ତି ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜ। ଭଗବାନଙ୍କ ନାମରେ ଥାଏ ଅପାର ଶକ୍ତି, କିନ୍ତୁ ସେହି ନାମକୁ ଶରୀରରେ ଲେଖିବା ଉଚିତ୍ କି?

ନୂଆଦିଲ୍ଲୀ: ଭକ୍ତି ଦେଖାଇବା ପାଇଁ ହାତରେ ଲେଖୁଛନ୍ତି କି ‘ରାଧେ-ରାଧେ’? ଶରୀରରେ ବନାଉଛନ୍ତି କି ଶ୍ରୀକୃଷ୍ଣଙ୍କ ଟାଟୁ? ତେବେ ସାବଧାନ! ଅଜାଣତରେ ହେଉଛି ଅପରାଧ? ଏହାକୁ ନେଇ ବଡ଼ ବାର୍ତ୍ତା ଦେଇଛନ୍ତି ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜ। ଭଗବାନଙ୍କ ନାମରେ ଥାଏ ଅପାର ଶକ୍ତି, କିନ୍ତୁ ସେହି ନାମକୁ ଶରୀରରେ ଲେଖିବା ଉଚିତ୍ କି? ଟାଟୁ କିମ୍ବା ମେହେନ୍ଦିରେ ଦେବଦେବୀଙ୍କ ନାମ ଲେଖିବାକୁ କାହିଁକି ମନା କରୁଛନ୍ତି ମହାରାଜ? ଆସନ୍ତୁ ଜାଣିବା..। ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ଭଗବାନଙ୍କ ନାମ ଓ ଚିତ୍ରର ଟାଟୁ କରିବା ଏକ ଫ୍ୟାଶନ୍ ପାଲଟିଛି। କେହି ହାତରେ ଲେଖୁଛନ୍ତି ‘ରାଧେ’, କେହି ‘ଶ୍ରୀକୃଷ୍ଣ’, ତ ଆଉ କେହି ଦେବଦେବୀଙ୍କ ଚିତ୍ରକୁ ସ୍ଥାୟୀ ଭାବେ ଶରୀରରେ ଅଙ୍କନ କରୁଛନ୍ତି। ଅନେକ ଲୋକ ଏହାକୁ ନିଜର ଭକ୍ତିର ପ୍ରତୀକ ବୋଲି ମନେ କରୁଥିବା ବେଳେ ପ୍ରେମାନନ୍ଦ ମହାରାଜ କିନ୍ତୁ ଏହା ଉପରେ ଭିନ୍ନ ମତ ରଖିଛନ୍ତି ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button