ରାଜ୍ୟ

Protest: ତାତିଲେ ମହିଳା, ନଷ୍ଟ କଲେ ଦେଶୀ ଓ ବିଦେଶୀ ମଦ

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା ପଞ୍ଚାୟତର ମହିଳାମାନେ ରବିବାର ଦିନ ଏକତ୍ରିତ ହୋଇ ଡ଼ୁମାଦେଇ ଗ୍ରାମର ଜଣେ ମଦ ବେପାରୀ ଘରେ ଚଢ଼ଉ କରି ୧୦ ପେଟି ବିଦେଶୀ ମଦ ଓ ଦେଶୀ ମଦ ପାଉଚ ଜବତ କରି କୋଡିଙ୍ଗା ଥାନା...

କୋଷାଗୁମୁଡା/କୋଡ଼ିଙ୍ଗା: ନବରଙ୍ଗପୁରଜିଲ୍ଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା ପଞ୍ଚାୟତର ମହିଳାମାନେ ରବିବାର ଦିନ ଏକତ୍ରିତ ହୋଇ ଡ଼ୁମାଦେଇ ଗ୍ରାମର ଜଣେ ମଦ ବେପାରୀ ଘରେ ଚଢ଼ଉ କରି ୧୦ ପେଟି ବିଦେଶୀ ମଦ ଓ ଦେଶୀ ମଦ ପାଉଚ ଜବତ କରି କୋଡିଙ୍ଗା ଥାନା ସମୃଖରେ ଭାଙ୍ଗି ନଷ୍ଟ କରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button