ଦେଶ ବିଦେଶ

Rahul Gandhi: ଅଙ୍କିତା ଭଣ୍ଡାରୀ ମାମଲା: ଦୁଷ୍ୟନ୍ତ ଗୌତମଙ୍କ ରାଜ୍ୟପାଳ ନିଯୁକ୍ତ ବନ୍ଦ କରିବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ରାହୁଲ ଗାନ୍ଧୀ

ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଙ୍କିତା ଭଣ୍ଡାରୀ ମାମଲାରେ ଦୁଷ୍ୟନ୍ତ ଗୌତମଙ୍କୁ ସିକ୍କିମ୍‌ ରାଜ୍ୟପାଳ ଭାବେ ନିଯୁକ୍ତ ବନ୍ଦ କରିବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି।

ନୂଆଦିଲ୍ଲୀ: ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଙ୍କିତା ଭଣ୍ଡାରୀ ମାମଲାରେ ଦୁଷ୍ୟନ୍ତ ଗୌତମଙ୍କୁ ସିକ୍କିମ୍‌ ରାଜ୍ୟପାଳ ଭାବେ ନିଯୁକ୍ତ ବନ୍ଦ କରିବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି। ଚିଠି ମାଧ୍ୟମରେ ରାହୁଲ ଗାନ୍ଧୀ ଅନୁରୋଧ କରିଛନ୍ତି ଯେ, ରାଷ୍ଟ୍ରପତି ସରକାରଙ୍କୁ ଏହି ନିଯୁକ୍ତିର ପୁନର୍ବିଚାର କରିବାକୁ ପରାମର୍ଶ ଦିଅନ୍ତୁ ଓ ତଦନ୍ତ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଦୁଷ୍ୟନ୍ତ ଗୌତମଙ୍କୁ ନିଯୁକ୍ତି ନ ଦିଅନ୍ତୁ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button