ଦେଶ ବିଦେଶ

Strait Of Hormuz: ଇରାନରେ ମୁଦ୍ରାସ୍ଫୀତି ୩ ଶହ ପ୍ରତିଶତ ଛୁଇଁଲା: ନା ଅର୍ଥନୀତି ଅଛି ନା ତେଲ, ମନ୍ତ୍ରୀ ଦେଲେଣି ଇସ୍ତଫା, ଟ୍ରମ୍ପଙ୍କ ମନ୍ତବ୍ୟ

ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିବୃତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଗତ କିଛି ଦିନ ମଧ୍ୟରେ ଲକ୍ଷ ଲକ୍ଷ ବ୍ୟାରେଲ ତେଲ ହର୍ମୁଜ ପ୍ରଣାଳୀ ଦେଇ ପରିବହନ ହୋଇଛି।

ୱାସିଂଟନ: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିବୃତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଗତ କିଛି ଦିନ ମଧ୍ୟରେ ଲକ୍ଷ ଲକ୍ଷ ବ୍ୟାରେଲ ତେଲ ହର୍ମୁଜ ପ୍ରଣାଳୀ ଦେଇ ପରିବହନ ହୋଇଛି। ଇରାନର ଅର୍ଥନୀତି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି, ମୁଦ୍ରାସ୍ଫୀତି ପ୍ରାୟ ୩ ଶହ ପ୍ରତିଶତରେ ପହଞ୍ଚିଛି। ଇରାନର ତୈଳ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି କାରଣ ଦେଶରେ କୌଣସି ଅର୍ଥନୀତି କି ଆଉ ତେଲ ନାହିଁ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button