ଦେଶ ବିଦେଶ

US Iran War: ଇରାନ ଯୁଦ୍ଧରେ ଆମେରିକାକୁ ବଡ଼ ଝଟକା: ୮୧ ସାମରିକ ବିମାନ, ଡ୍ରୋନ ଏବଂ ହେଲିକପ୍ଟର ହରାଇଛି

ଇରାନରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଆମେରିକା ୩.୩ ବିଲିୟନ ଡଲାରର ବିପୁଳ କ୍ଷତି ସହିଛି। ଆମେରିକୀୟ କଂଗ୍ରେସର ସଦ୍ୟତମ ରିପୋର୍ଟରେ ଏହି ସୂଚନା ସାମ୍ନାକୁ ଆସିଛି।

ୱାସିଂଟନ: ଇରାନରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଆମେରିକା ୩.୩ ବିଲିୟନ ଡଲାରର ବିପୁଳ କ୍ଷତି ସହିଛି। ଆମେରିକୀୟ କଂଗ୍ରେସର ସଦ୍ୟତମ ରିପୋର୍ଟରେ ଏହି ସୂଚନା ସାମ୍ନାକୁ ଆସିଛି। କଂଗ୍ରେସନାଲ ରିସର୍ଚ୍ଚ ସର୍ଭିସର ଏକ ନୂତନ ରିପୋର୍ଟ ଅନୁଯାୟୀ, ଇରାନରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୮୧ ଆମେରିକୀୟ ସାମରିକ ବିମାନ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ଆମେରିକାର କେତେକ ଉନ୍ନତ ଲଢୁଆ ବିମାନ ମଧ୍ୟ ରହିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button