ଦେଶ ବିଦେଶ

Terrorist Arrested: ବ୍ରିଟେନରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ଟାର୍ଗେଟରେ ଥିଲା ଆମେରିକା ବାୟୁସେନା ଘାଟି

ବ୍ରିଟେନରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ବ୍ରିଟେନର ରୟାଲ ବାୟୁସେନା ଘାଟି ନିକଟସ୍ଥ ଏକ ଗାଁରୁ ପାଞ୍ଚ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଏହି ବ୍ୟକ୍ତିମାନେ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଜନା କରୁଥିଲେ ବୋଲି ସନ୍ଦେହ କରାଯାଉଛି।

ୱାସିଂଟନ:ବ୍ରିଟେନରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ବ୍ରିଟେନର ରୟାଲ ବାୟୁସେନା ଘାଟି ନିକଟସ୍ଥ ଏକ ଗାଁରୁ ପାଞ୍ଚ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଏହି ବ୍ୟକ୍ତିମାନେ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଜନା କରୁଥିଲେ ବୋଲି ସନ୍ଦେହ କରାଯାଉଛି। ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଦେଶର ଆତଙ୍କବାଦ ବିରୋଧୀ ପୁଲିସ ଏହି ଘଟଣାର ତଦନ୍ତ କରୁଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିବୃତି ଜାରି କରି ଏହି କାର୍ଯ୍ୟକୁ ଉତ୍କୃଷ୍ଟ ବୋଲି ପ୍ରଶଂସା କରିଛନ୍ତି। ଚିକାଗୋ ଗସ୍ତ ସମୟରେ ଟ୍ରମ୍ପ ଦାବି କରିଛନ୍ତି ଯେ, ଗିରଫ ହୋଇଥିବା ପାଞ୍ଚ ଜଣ ବ୍ୟକ୍ତି ଆମେରିକୀୟ ସୈନ୍ୟ ଶିବିର ଏବଂ ବିମାନ ଘାଟି ଉପରେ ଆକ୍ରମଣ କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ରଚିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button