ଦେଶ ବିଦେଶ

UN: ଜାତିସଂଘରେ ସୀମାପାର ଆତଙ୍କବାଦ ବିରୋଧରେ ଭାରତ ଶୂନ୍ୟ ସହନଶୀଳତା ନୀତି ଦୋହରାଇଲା

ଆତଙ୍କବାଦକୁ କୌଣସି ପରିସ୍ଥିତିରେ ଯଥାର୍ଥ ବୋଲି କୁହାଯାଇପାରିବ ନାହିଁ ଏବଂ ରାଷ୍ଟ୍ର ପ୍ରାୟୋଜିତ ଓ ସୀମାପାର ଆତଙ୍କବାଦୀ ନେଟୱର୍କ ବିରୋଧରେ ବିଶ୍ୱ ସମୁଦାୟ ଏକଜୁଟ ହୋଇ ନିର୍ଣ୍ଣାୟକ ପଦକ୍ଷେପ ନେବା ଆବଶ୍ୟକ ବୋଲି ଭାରତୀୟ ସାଂସଦ ପ୍ରତିନିଧିମଣ୍ଡଳ କହିଛି।

ନ୍ୟୁୟର୍କ: ସୀମାପାର ଆତଙ୍କବାଦ ବିରୋଧରେ ଭାରତ ନିଜର ଶୂନ୍ୟ ସହନଶୀଳତା ନୀତିକୁ ଜାତିସଂଘରେ ପୁଣି ଦୋହରାଇଛି। ଆତଙ୍କବାଦକୁ କୌଣସି ପରିସ୍ଥିତିରେ ଯଥାର୍ଥ ବୋଲି କୁହାଯାଇପାରିବ ନାହିଁ ଏବଂ ରାଷ୍ଟ୍ର ପ୍ରାୟୋଜିତ ଓ ସୀମାପାର ଆତଙ୍କବାଦୀ ନେଟୱର୍କ ବିରୋଧରେ ବିଶ୍ୱ ସମୁଦାୟ ଏକଜୁଟ ହୋଇ ନିର୍ଣ୍ଣାୟକ ପଦକ୍ଷେପ ନେବା ଆବଶ୍ୟକ ବୋଲି ଭାରତୀୟ ସାଂସଦ ପ୍ରତିନିଧିମଣ୍ଡଳ କହିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button