ଖେଳ
US Open 2026: ୟୁଏସ୍ ଓପନ୍ ମିଶ୍ରିତ ଯୁଗଳ ଫାଇନାଲ୍ରେ କୋବୋଲି-ବେନସିକ୍ ଓ ମେନ୍ସିକ୍-ମୁଚୋଭା
ଚଳିତ ୟୁଏସ୍ ଓପନ୍ ମିଶ୍ରିତ ଯୁଗଳ ଫାଇନାଲ୍ରେ ଫାଭିଓ କୋବୋଲି- ବେଲିନ୍ଦା ବେନସିକ୍ ଏବଂ ଜାକୁବ ମେନ୍ସିକ ଓ କାରୋଲିନା ମୁଚୋଭା ମୁହାଁମୁହିଁ ହେବେ। ସେମିଫାଇନାଲ୍ରେ କୋବୋଲି ଓ ବେନ୍ସିକ୍ ୪-୫, ୪-୧, ୧୦-୫ ସେଟ୍ରେ ଗେଲ୍ ମନ୍ଫିଲ୍ସ ଓ ଏଲିନା ସ୍ବିତୋଲିନାଙ୍କୁ ପରାସ୍ତ କରିଥିଲେ।

ନ୍ୟୁୟର୍କ: ଚଳିତ ୟୁଏସ୍ ଓପନ୍ ମିଶ୍ରିତ ଯୁଗଳ ଫାଇନାଲ୍ରେ ଫାଭିଓ କୋବୋଲି- ବେଲିନ୍ଦା ବେନସିକ୍ ଏବଂ ଜାକୁବ ମେନ୍ସିକ ଓ କାରୋଲିନା ମୁଚୋଭା ମୁହାଁମୁହିଁ ହେବେ।
ଗେଲ୍ ମନ୍ଫିଲ୍ସ ଓ ଏଲିନା ସ୍ବିତୋଲିନାଙ୍କୁ ପରାସ୍ତ
ସେମିଫାଇନାଲ୍ରେ କୋବୋଲି ଓ ବେନ୍ସିକ୍ ୪-୫, ୪-୧, ୧୦-୫ ସେଟ୍ରେ ଗେଲ୍ ମନ୍ଫିଲ୍ସ ଓ ଏଲିନା ସ୍ବିତୋଲିନାଙ୍କୁ ପରାସ୍ତ କରିଥିଲେ। ସେହିଭଳି ମନ୍ଫିଲ୍ସ ଓ ସ୍ବିତୋଲିନା ୫-୪, ୩-୫, ୧୧-୯ ସେଟ୍ରେ ଆନ୍ଦ୍ରେ ରୁବଲେଭ ଓ ମୀରା ଆନ୍ଦ୍ରିଭାଙ୍କୁ ହରାଇ ଥିଲେ।
ସୌଜନ୍ୟ ସମ୍ବାଦ




