World Happiness Report: ସୋସିଆଲ ମିଡିଆ ଯୋଗୁଁ ଖୁସି ହରାଉଛନ୍ତି ଯୁବପିଢ଼ି: ଲଗାତାର ନବମ ଥର ଶୀର୍ଷରେ ଫିନଲ୍ୟାଣ୍ଡ

ଜାତିସଂଘ ସମର୍ଥିତ 'ୱାର୍ଲ୍ଡ ହାପିନେସ୍ ରିପୋର୍ଟ'ର ବଡ଼ ଖୁଲାସା! ଅତ୍ୟଧିକ ସୋସିଆଲ୍ ମିଡିଆ ବ୍ୟବହାର କାରଣରୁ ଆମେରିକା, କାନାଡା ଭଳି ଦେଶରେ ଯୁବପିଢ଼ି ନିଜର ଖୁସି ହରାଉଛନ୍ତି। ଅନ୍ୟପଟେ ଲଗାତାର ନବମ ଥର ପାଇଁ ବିଶ୍ୱର ସବୁଠାରୁ ଖୁସି ଦେଶ ପାଲଟିଛି ଫିନଲ୍ୟାଣ୍ଡ। ପଢନ୍ତୁ ବିସ୍ତୃତ ରିପୋର୍ଟ।

ନୂଆଦିଲ୍ଲୀ: ଅତ୍ୟଧିକ ସୋସିଆଲ ମିଡିଆ ବ୍ୟବହାର କାରଣରୁ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଯୁବପିଢ଼ିଙ୍କ ଖୁସି ଏବଂ ମାନସିକ ସ୍ୱାସ୍ଥ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି। ଜାତିସଂଘ ସମର୍ଥିତ ‘ୱାର୍ଲ୍ଡ ହାପିନେସ୍ ରିପୋର୍ଟ’ର ସଦ୍ୟତମ ସଂସ୍କରଣରେ ଏହି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଆମେରିକା, କାନାଡା ଏବଂ ଅଷ୍ଟ୍ରେଲିଆ ଭଳି ଦେଶଗୁଡ଼ିକରେ ସୋସିଆଲ ମିଡିଆର ପ୍ରଭାବ ଯୁବକଯୁବତୀଙ୍କୁ ଦୁଃଖୀ କରୁଛି।

ପାଶ୍ଚାତ୍ୟ ଦେଶଗୁଡ଼ିକରେ ଚିନ୍ତାଜନକ ସ୍ଥିତି

ବିଶ୍ୱର ଅନ୍ୟ ପ୍ରାନ୍ତରେ ଚିତ୍ର ଅଲଗା

କେଉଁ ଦେଶ ସବୁଠୁ ଖୁସି, କିଏ ସବୁଠୁ ଦୁଃଖୀ?

ଯୁବବର୍ଗଙ୍କ ଖୁସି କମିଥିଲେ ସୁଦ୍ଧା, ସାମଗ୍ରିକ ହାପିନେସ୍ ରାଙ୍କିଙ୍ଗରେ ପାଶ୍ଚାତ୍ୟ ତଥା ବିଶେଷ କରି ସ୍କାଣ୍ଡିନେଭିଆନ୍ ଦେଶଗୁଡ଼ିକର ଦବଦବା ଜାରି ରହିଛି।

Exit mobile version