ରାଜ୍ୟ
Young couple: ପାହାଡ଼ରେ ପ୍ରେମୀଯୁଗଳଙ୍କ ମୃତଦେହ: ବନ୍ଧା ହୋଇଥିଲା ହାତଗୋଡ଼, ହତ୍ୟା ସନ୍ଦେହ
୫ ଦିନ ହେଲା ସେମାନଙ୍କର କୌଣସି ଖୋଜଖବର ମିଳୁ ନଥିଲା। ଡଙ୍ଗରୀ (ପାହାଡ଼) ଶୀର୍ଷରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ହାତଗୋଡ଼ ବନ୍ଧା ହୋଇଥିବାରୁ ଉଭୟଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଉଥିବା ଅଭିଯୋଗ ହୋଇଛି।

ଧର୍ମଗଡ଼/କୋକସରା/ବେହେରା: ୫ ଦିନ ହେଲା ସେମାନଙ୍କର କୌଣସି ଖୋଜଖବର ମିଳୁ ନଥିଲା। ଡଙ୍ଗରୀ (ପାହାଡ଼) ଶୀର୍ଷରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ହାତଗୋଡ଼ ବନ୍ଧା ହୋଇଥିବାରୁ ଉଭୟଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଉଥିବା ଅଭିଯୋଗ ହୋଇଛି। କଳାହାଣ୍ଡିଜିଲ୍ଲା କୋକସରା ଥାନା ବେହେରା ଭଣ୍ଡାର ଡଙ୍ଗରୀରେ ଏହି ଅଘଟଣ ଦେଖିବାକୁ ମିଳିଛି।
ସୌଜନ୍ୟ ସମ୍ବାଦ




