ଓଡ଼ିଶା: ଆଜିର ଫଟୋ ( ୧୩ ଫେବୃଆରୀ, ୨୦୨୬ )


ଶୁକ୍ରବାର, ଖଦି ଓ ଗ୍ରାମୀଣ ଉଦ୍ୟୋଗ କମିଶନ ଦ୍ୱାରା ପ୍ରଦର୍ଶନୀ ପଡିଆରେ ଜୋନାଲ୍ ସ୍ତରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି

ପଙ୍କ ଉଦ୍ଧାର ଏକାଦଶୀରେ ବକ୍ସୀବଜାର ସ୍ଥିତ ଆମାରେଶ୍ୱର ମନ୍ଦିର ପରିସରରେ ପାର୍ଶ୍ୱ ଦେବଦେବୀ ଓ ଧାତୁରେ ନିର୍ମିତ ମୂର୍ତି ଗୁଡିକୁ ସଫା କରାଯାଉଛି

ସୌଜନ୍ୟ ଧରିତ୍ରୀ

Exit mobile version