ବିଶେଷ

Jharsuguda: ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ାରୁ ବି ଦାଦନ ଚାଲାଣ: ରାଜ୍ୟ ବାହାରେ ଖଟୁଛନ୍ତି ୯୩୦ ଶ୍ରମିକ

ରାଜ୍ୟର ଅନ୍ୟତମ ଶିଳ୍ପ ସମୃଦ୍ଧ ଜିଲ୍ଲା ହେଉଛି ଝାରସୁଗୁଡ଼ା। ଜିଲ୍ଲାରେ ରାଷ୍ଟ୍ରାୟତ୍ତ ସଂସ୍ଥାରୁ ଆରମ୍ଭ କରି ବହୁରାଷ୍ଟ୍ରୀୟ କଂପାନି ଭଳି ଅନେକ ବୃହତ୍‌ ଶିଳ୍ପ ସ୍ଥାପିତ ହୋଇଛି। ଏହାଛଡ଼ା ଡଜନ ଡଜନ ସଂଖ୍ୟାରେ ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗ ବି ଗଢ଼ିଉଠିଛି।

ଜ୍ଞାନବ୍ରତ ଭୋଇ

ଝାରସୁଗୁଡ଼ା: ରାଜ୍ୟର ଅନ୍ୟତମ ଶିଳ୍ପ ସମୃଦ୍ଧ ଜିଲ୍ଲା ହେଉଛି ଝାରସୁଗୁଡ଼ା। ଜିଲ୍ଲାରେ ରାଷ୍ଟ୍ରାୟତ୍ତ ସଂସ୍ଥାରୁ ଆରମ୍ଭ କରି ବହୁରାଷ୍ଟ୍ରୀୟ କଂପାନି ଭଳି ଅନେକ ବୃହତ୍‌ ଶିଳ୍ପ ସ୍ଥାପିତ ହୋଇଛି। ଏହାଛଡ଼ା ଡଜନ ଡଜନ ସଂଖ୍ୟାରେ ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗ ବି ଗଢ଼ିଉଠିଛି। ଏଥିପାଇଁ ମୁଣ୍ଡ ପିଛା ଆୟ ଦୃଷ୍ଟିରୁ ଝାରସୁଗୁଡ଼ା ରାଜ୍ୟର ଅନ୍ୟତମ ଧନୀ ଜିଲ୍ଲା ଭାବେ ପରିଗଣିତ ହେଉଛି। ହେଲେ ଏଭଳି ଧନୀ ଜିଲ୍ଲାରେ ବି ଦାଦନର କଳାଛାଇ ସମସ୍ତଙ୍କୁ ବ୍ୟଥିତ କରୁଛି। ନିକଟରେ ବିଧାନସଭାରେ ଉପସ୍ଥାପିତ ତଥ୍ୟ ମୁତାବକ ଜିଲ୍ଲାର ୯୩୦ ଜଣ ଶ୍ରମିକ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି। ଏହି ସଂଖ୍ୟା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି।

Show More

Leave a Reply

Your email address will not be published. Required fields are marked *

Back to top button