ରାଶିଫଳ

Horoscope Today: ମାର୍ଚ୍ଚ ୩୦ ତାରିଖ, ସୋମବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ– ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ପରିବାରରେ ସମ୍ମାନ ବଢ଼ିବ। ପ୍ରେମ ସମ୍ପର୍କରେ ସୁଖଦ ମୁହୂର୍ତ୍ତ ଆସିବ। ଆର୍ଥିକ ଦିଗରେ ଲାଭ ସମ୍ଭବ। ଶତ୍ରୁମାନେ ନିରୁତ୍ସାହ ହେବେ। ଯାତ୍ରା ଲାଭଦାୟକ ହେବ। ସ୍ୱାସ୍ଥ୍ୟ ସ୍ଥିର ରହିବ।

ବୃଷ– ମନ ସାମାନ୍ୟ ଚଞ୍ଚଳ ରହିପାରେ। କାମରେ ଧ୍ୟାନ ଦେବା ଦରକାର। ଅର୍ଥ ଖର୍ଚ୍ଚ ବଢ଼ିପାରେ। ପରିବାରରେ ଛୋଟ ମତଭେଦ ହେବ। ପ୍ରେମରେ ଧୈର୍ଯ୍ୟ ରଖନ୍ତୁ। କାର୍ଯ୍ୟରେ ବିଳମ୍ବ ହେବ। ସତର୍କ ରହନ୍ତୁ। ସ୍ୱାସ୍ଥ୍ୟରେ ଅସୁବିଧା ଦେଖାଦେଇପାରେ।

ମିଥୁନ– ଯୋଗାଯୋଗ ଓ ବୁଦ୍ଧିମତାରେ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ନୂଆ ମିତ୍ରତା ହେବ। ପରିବାରରେ ସୁଖ ଓ ଶାନ୍ତି ରହିବ। ଅର୍ଥିକ ଦିଗରେ ଲାଭ ହେବ। ପ୍ରେମ ସମ୍ପର୍କ ମଜଭୁତ ହେବ। ଯାତ୍ରା ଶୁଭ ହେବ। ସ୍ୱାସ୍ଥ୍ୟ ଭଲ ରହିବ।

କର୍କଟ– ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ। କାମରେ ଅଧିକ ଦାୟିତ୍ୱ ଆସିବ।ପରିବାରରେ ସମର୍ଥନ ମିଳିବ। ଅର୍ଥ ଲାଭ ଧୀର ରହିବ। ଶତ୍ରୁମାନେ କ୍ଷତି କରିପାରିବେ ନାହିଁ। ଯାତ୍ରାରେ ସତର୍କ ରହନ୍ତୁ। ସ୍ୱାସ୍ଥ୍ୟ ମଧ୍ୟମ ରହିବ।

ସିଂହ– ଆତ୍ମବଳ ବଢ଼ିବ। କାର୍ଯ୍ୟରେ ସଫଳତା ମିଳିବ। ସମାଜରେ ପ୍ରତିଷ୍ଠା ବଢ଼ିବ। ପରିବାରରେ ଖୁସିର ପରିବେଶ ରହିବ। ଆର୍ଥିକ ଲାଭ ହେବ। ପ୍ରେମରେ ସମ୍ମାନ ମିଳିବ। ଶତ୍ରୁମାନେ ପରାଜିତ ହେବେ। ସ୍ୱାସ୍ଥ୍ୟ ଭଲ ରହିବ।

କନ୍ୟା– ଖର୍ଚ୍ଚ ବଢ଼ିପାରେ। ମନ ଅଶାନ୍ତ ରହିପାରେ। କାମରେ ବିଳମ୍ବ ହେବ। ଆର୍ଥିକ ସମସ୍ୟା ଆସିପାରେ। ପ୍ରେମରେ ଭୁଲ ବୁଝାମଣା ହୋଇପାରେ। ଶତ୍ରୁ ଭୟ ରହିଛି । ସ୍ୱାସ୍ଥ୍ୟରେ ଧ୍ୟାନ ଦିଅନ୍ତୁ।

ତୁଳା– ଲାଭ ଓ ସଫଳତାର ଦିନ। ନୂଆ ସୁଯୋଗ ମିଳିବ। ପରିବାରରେ ସୁଖ ଓ ସମ୍ମାନ ରହିବ। ମିତ୍ରମାନଙ୍କର ସହଯୋଗ ମିଳିବ। ଆର୍ଥିକ ଦିଗରେ ଭଲ ପରିଣାମ ମିଳିବ।ପ୍ରେମ ସମ୍ପର୍କ ମଜଭୁତ ହେବ। ଯାତ୍ରା ଶୁଭ ହେବ। ସ୍ୱାସ୍ଥ୍ୟ ଭଲ ରହିବ।

ବିଛା– କାର୍ଯ୍ୟକ୍ଷେତ୍ରରେ ଚାପ ବଢ଼ିପାରେ। ଉଚ୍ଚ ଅଧିକାରୀଙ୍କ ସହିତ ସମ୍ପର୍କ ସାବଧାନରେ ରଖନ୍ତୁ। ପରିବାରରେ ମିଶ୍ର ଫଳ ମିଳିବ। ଆର୍ଥିକ ଲାଭ ସମ୍ଭବ। ଶତ୍ରୁମାନେ ଅସୁବିଧା ସୃଷ୍ଟି କରିପାରନ୍ତି। ସ୍ୱାସ୍ଥ୍ୟ ମଧ୍ୟମ ରହିବ।

ଧନୁ– ଭାଗ୍ୟ ସହଯୋଗ କରିବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ।କାର୍ଯ୍ୟରେ ସଫଳତା ମିଳିବ। ପରିବାରରେ ସୁଖ ଓ ଶାନ୍ତି ରହିବ। ଆର୍ଥିକ ଲାଭ ହେବ। ପ୍ରେମ ସମ୍ପର୍କ ଭଲ ରହିବ। ଯାତ୍ରା ଲାଭଦାୟକ ହେବ। ସ୍ୱାସ୍ଥ୍ୟ ଭଲ ରହିବ।

ମକର– ଆକସ୍ମିକ ସମସ୍ୟା ଆସିପାରେ। କାମରେ ସତର୍କ ରହନ୍ତୁ। ପରିବାରରେ ମତଭେଦ ହେବ। ଆର୍ଥିକ କ୍ଷତି ସମ୍ଭବ। ଶତ୍ରୁମାନେ ସକ୍ରିୟ ରହିବେ। ଯାତ୍ରାରେ ବାଧା ଆସିପାରେ। ସ୍ୱାସ୍ଥ୍ୟରେ ସାବଧାନ ରହନ୍ତୁ।

କୁମ୍ଭ– ସମ୍ପର୍କରେ ସୁଧାର ଆସିବ। ବିବାହିତ ଜୀବନରେ ସୁଖ ରହିବ। କାର୍ଯ୍ୟରେ ସହଯୋଗ ମିଳିବ। ଆର୍ଥିକ ଲାଭ ହେବ। ପ୍ରେମ ସଂପର୍କରେ ମଧୁରତା ବଢ଼ିବ। ଯାତ୍ରା ଶୁଭ ହେବ। ସ୍ୱାସ୍ଥ୍ୟ ସ୍ଥିର ରହିବ।

ମୀନ– କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଶତ୍ରୁମାନେ ପରାଜିତ ହେବେ। ପରିବାରରେ ସାଧାରଣ ପରିବେଶ ରହିବ। ଆର୍ଥିକ ଲାଭ ମନ୍ଥର ରହିପାରେ। ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ –8249826682

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button