ରାଜ୍ୟ
Harishankar: ଶ୍ରାବଣର ପ୍ରଥମ ସୋମବାର ବୋଲ୍ବମ୍ ଧ୍ବନିରେ କମ୍ପିଲା ହରିଶଙ୍କର
ଶ୍ରାବଣ ପ୍ରଥମ ସୋମବାର ବଲାଙ୍ଗୀର ଜିଲ୍ଲା ହରିଶଙ୍କରଠାରେ କାଉଡ଼ିଆମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା | ବୋଲ୍ବମ୍ ଧ୍ବନିରେ ହରିଶଙ୍କର ପୀଠ କମ୍ପିଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା।

ଧଣ୍ଡାମୁଣ୍ଡା(ସରୋଜ ମିଶ୍ର): ଶ୍ରାବଣ ପ୍ରଥମ ସୋମବାର ବଲାଙ୍ଗୀରଜିଲ୍ଲା ହରିଶଙ୍କରଠାରେ କାଉଡ଼ିଆମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା | ବୋଲ୍ବମ୍ ଧ୍ବନିରେ ହରିଶଙ୍କର ପୀଠ କମ୍ପିଥିଲା।
ସୌଜନ୍ୟ ସମ୍ବାଦ




