ରାଜ୍ୟ

Harishankar: ଶ୍ରାବଣର ପ୍ରଥମ ସୋମବାର ବୋଲ୍‌ବମ୍ ଧ୍ବନିରେ କମ୍ପିଲା ହରିଶଙ୍କର

ଶ୍ରାବଣ ପ୍ରଥମ ସୋମବାର ବଲାଙ୍ଗୀର ଜିଲ୍ଲା ହରିଶଙ୍କରଠାରେ କାଉଡ଼ିଆମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା | ବୋଲ୍‌ବମ୍ ଧ୍ବନିରେ ହରିଶଙ୍କର ପୀଠ କମ୍ପିଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା।

ଧଣ୍ଡାମୁଣ୍ଡା(ସରୋଜ ମିଶ୍ର): ଶ୍ରାବଣ ପ୍ରଥମ ସୋମବାର ବଲାଙ୍ଗୀରଜିଲ୍ଲା ହରିଶଙ୍କରଠାରେ କାଉଡ଼ିଆମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା | ବୋଲ୍‌ବମ୍ ଧ୍ବନିରେ ହରିଶଙ୍କର ପୀଠ କମ୍ପିଥିଲା।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button