ଦେଶ ବିଦେଶ
Kaveri Dispute: କାବେରୀ ଜଳ ବିବାଦ: ସୁପ୍ରିମ୍କୋର୍ଟ ଗଲା ତାମିଲନାଡ଼ୁ ସରକାର
କାବେରୀ ଜଳ ବିବାଦ ପ୍ରସଙ୍ଗରେ କର୍ଣ୍ଣାଟକ ସରକାରଙ୍କ ବିରୋଧରେ ତାମିଲନାଡ଼ୁରାଜ୍ୟ ସରକାର ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। କାବେରୀ ଜଳ ପରିଚାଳନା କର୍ତ୍ତୃପକ୍ଷ (ସିଡବ୍ଲ୍ୟୁଏମ୍ଏ) ଓ କାବେରୀ ଜଳ ନିୟନ୍ତ୍ରଣ କମିଟି (ସଡବ୍ଲ୍ୟୁଆର୍ସି)ଙ୍କ ନିର୍ଦ୍ଦେଶ ମାନିବାରେ କର୍ଣ୍ଣାଟକ ସରକାର ବିଫଳ ହୋଇଥିବା କୁହାଯାଇଛି।

ନୂଆଦିଲ୍ଲୀ: କାବେରୀ ଜଳ ବିବାଦ ପ୍ରସଙ୍ଗରେ କର୍ଣ୍ଣାଟକ ସରକାରଙ୍କ ବିରୋଧରେ ତାମିଲନାଡ଼ୁରାଜ୍ୟ ସରକାର ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। କାବେରୀ ଜଳ ପରିଚାଳନା କର୍ତ୍ତୃପକ୍ଷ (ସିଡବ୍ଲ୍ୟୁଏମ୍ଏ) ଓ କାବେରୀ ଜଳ ନିୟନ୍ତ୍ରଣ କମିଟି (ସଡବ୍ଲ୍ୟୁଆର୍ସି)ଙ୍କ ନିର୍ଦ୍ଦେଶ ମାନିବାରେ କର୍ଣ୍ଣାଟକ ସରକାର ବିଫଳ ହୋଇଥିବା କୁହାଯାଇଛି। କର୍ତ୍ତୃପକ୍ଷଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ କର୍ଣ୍ଣାଟକ ଆବଶ୍ୟକ ପରିମାଣର କାବେରୀ ଜଳ ଛାଡ଼ିବାରେ ବିଫଳ ହେବା ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି ଯୋସେଫ ବିଜୟଙ୍କ ନିର୍ଦ୍ଦେଶରେ ସୋମବାର ଏହି ଆବେଦନ ଦାଖଲ କରାଯାଇଥିଲା।
ସୌଜନ୍ୟ ସମ୍ବାଦ




