ଖେଳ
Rohit Sharma: ହିଟ୍ମ୍ୟାନ୍ଙ୍କ ହିଟ୍ ପଦାର୍ପଣକୁ ଅପେକ୍ଷା
କ୍ରିକେଟ୍ ଦୁନିଆରେ ହିଟ୍ମ୍ୟାନ୍ ଭାବେ ପରିଚିତ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବେ ମନୋରଞ୍ଜନ ଦୁନିଆରେ ବି ହିଟ୍ ପଦାର୍ପଣ କରିବାକୁ ଯାଉଛନ୍ତି। ସୋନି ଏଣ୍ଟରଟେନ୍ମେଣ୍ଟ୍ ଟେଲିଭିଜନ୍ ପକ୍ଷରୁ ପ୍ରସାରିତ ହେବାକୁ ଯାଉଥିବା ରିୟଲିଟି ସୋ ‘ଦ ରୋହିତ ଶର୍ମା’।

ମୁମ୍ବାଇ: କ୍ରିକେଟ୍ ଦୁନିଆରେ ହିଟ୍ମ୍ୟାନ୍ ଭାବେ ପରିଚିତ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବେ ମନୋରଞ୍ଜନ ଦୁନିଆରେ ବି ହିଟ୍ ପଦାର୍ପଣ କରିବାକୁ ଯାଉଛନ୍ତି। ସୋନି ଏଣ୍ଟରଟେନ୍ମେଣ୍ଟ୍ ଟେଲିଭିଜନ୍ ପକ୍ଷରୁ ପ୍ରସାରିତ ହେବାକୁ ଯାଉଥିବା ରିୟଲିଟି ସୋ ‘ଦ ରୋହିତ ଶର୍ମା’ରେ ରୋହିତ ବିଶ୍ବ ଟେଲିଭଜନ୍ ଦୁନିଆରେ ବି ହିଟ୍ କରିବେ ବୋଲି ଆଶା ରଖାଯାଇଛି।
ସୌଜନ୍ୟ ସମ୍ବାଦ




