ଖେଳ

Blue jersey: ନୀଳ ଜର୍ସିକୁ ଫେରିଲା ଭାରତୀୟ ହକି ଦଳ: ଜାପାନ ଯାତ୍ରା କଲେ ଖେଳାଳି

ନାରଙ୍ଗୀ ଜର୍ସିକୁ ନେଇ ବିବାଦ ସୃଷ୍ଟି ହେବା ପରେ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିଛି ହକି ଇଣ୍ଡିଆ। ଫଳରେ ଆଗାମୀ ଏସୀୟ କ୍ରୀଡ଼ାରେ ପୁଣି ପାରମ୍ପରିକ ନୀଳ ରଙ୍ଗ ଜର୍ସି ପିନ୍ଧି ଖେଳିବେ ଭାରତୀୟ ମହିଳା ଓ ପୁରୁଷ ଖେଳାଳି।

ନୂଆଦିଲ୍ଲୀ: ନାରଙ୍ଗୀ ଜର୍ସିକୁ ନେଇ ବିବାଦ ସୃଷ୍ଟି ହେବା ପରେ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିଛି ହକି ଇଣ୍ଡିଆ। ଫଳରେ ଆଗାମୀ ଏସୀୟ କ୍ରୀଡ଼ାରେ ପୁଣି ପାରମ୍ପରିକ ନୀଳ ରଙ୍ଗ ଜର୍ସି ପିନ୍ଧି ଖେଳିବେ ଭାରତୀୟ ମହିଳା ଓ ପୁରୁଷ ଖେଳାଳି। ତେବେ ନାରଙ୍ଗୀ ଜର୍ସିକୁ ସମ୍ପୂର୍ଣ୍ଣ ବାଦ ଦିଆଯାଇନାହିଁ।  ଦଳର ପ୍ରଥମ ପସନ୍ଦ ଭାବେ ନୀଳ ଜର୍ସି ରଖାଯାଇଥିବାବେଳେ ଦ୍ବିତୀୟ ପସନ୍ଦଭାବେ ନାରଙ୍ଗୀ ଜର୍ସି ରଖାଯାଇଛି। ଏ ନେଇ ଭାରତୀୟ ଅଲିମ୍ପିକ ସଂଘକୁ ସୂଚିତ କରିଛି ହକି ଇଣ୍ଡିଆ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button