ଦେଶ ବିଦେଶ

JantarMantar: ଯନ୍ତରମନ୍ତର ଆକ୍ରମଣ ମାମଲା: ଅନ୍ତରୀଣ ଜାମିନରେ ତିହାରରୁ ମୁକୁଳିଲେ ସ୍ବତନ୍ତ୍ର ଭାରଦ୍ବାଜ

ସାମାଜିକ ଗଣମାଧ୍ୟମ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭାରଦ୍ବାଜ ଗୁରୁବାର ବିଳମ୍ବିତ ରାତିରେ ତିହାର ଜେଲ୍‌ରୁ ମୁକୁଳିଛନ୍ତି। ଯନ୍ତରମନ୍ତରରେ ଜଣେ ଛାତ୍ର ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ବାପାଙ୍କ ଉପରେ କଥିତ ଆକ୍ରମଣ ମାମଲାରେ ଦିଲ୍ଲୀ କୋର୍ଟ ତାଙ୍କୁ ୩ ସପ୍ତାହର ଅନ୍ତରୀଣ ଜାମିନ ଦେବାର ୩ ଦିନ ପରେ ସେ ଜେଲ୍‌ରୁ ବାହାରିଛନ୍ତି।

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭାରଦ୍ବାଜ ଗୁରୁବାର ବିଳମ୍ବିତ ରାତିରେ ତିହାର ଜେଲ୍‌ରୁ ମୁକୁଳିଛନ୍ତି। ଯନ୍ତରମନ୍ତରରେ ଜଣେ ଛାତ୍ର ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ବାପାଙ୍କ ଉପରେ କଥିତ ଆକ୍ରମଣ ମାମଲାରେ ଦିଲ୍ଲୀ କୋର୍ଟ ତାଙ୍କୁ ୩ ସପ୍ତାହର ଅନ୍ତରୀଣ ଜାମିନ ଦେବାର ୩ ଦିନ ପରେ ସେ ଜେଲ୍‌ରୁ ବାହାରିଛନ୍ତି।

ଏଥିସହ ଅଭିଯୋଗକାରୀ, ତାଙ୍କ ଝିଅ କିମ୍ବା କୌଣସି ସାକ୍ଷୀଙ୍କ ସହ ଯୋଗାଯୋଗ କରିବା ଏବଂ ପ୍ରମାଣରେ ହେରଫେର କରିବାକୁ ମଧ୍ୟ ବାରଣ କରାଯାଇଛି। ଉଲ୍ଲେଖଯୋଗ୍ୟ, ଜୁନ୍ ୨୩ରେ ଯନ୍ତରମନ୍ତରରେ ସିଜେପିର ଆନ୍ଦୋଳନ ସମୟରେ ଛାତ୍ର କାର୍ଯ୍ୟକର୍ତ୍ତାଙ୍କ ବାପାଙ୍କୁ ଆକ୍ରମଣ କରାଯାଇଥିଲା। ଏହି ମାମଲାରେ ଭାରଦ୍ବାଜଙ୍କୁ ସେପ୍ଟେମ୍ବର ୪ରେ ବୁଲନ୍ଦଶହରରୁ ଗିରଫ କରାଯାଇଥିଲା। ତାଙ୍କ ଗିରଫ ଦାବିରେ ସିଜେପି ପାର୍ଲାମେଣ୍ଟ୍‌ ଷ୍ଟ୍ରିଟ୍‌ ଥାନା ବାହାରେ ଆନ୍ଦୋଳନ କରିଥିଲା। ସେପ୍ଟେମ୍ବର ୭ରେ ତାଙ୍କୁ ନ୍ୟାୟିକ ହାଜତକୁ ପଠାଯାଇ ତିହାର ଜେଲ୍‌ରେ ରଖାଯାଇଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button