ଦେଶ ବିଦେଶ

Education: ଦଶମ ଶ୍ରେଣୀ ପରୀକ୍ଷାରେ ପାସ୍‌ କଲେ ୮ ଜଣ ପୂର୍ବତନ ନକ୍ସଲ

ଛତିଶଗଡ଼ର ବସ୍ତର ଡିଭିଜନରେ ଅତୀତରେ ବନ୍ଧୁକ ଧରିଥିବା ଆଠ ଜଣ ନକ୍ସଲ ପାଠ ପଢ଼ି ଭଲ ମଣିଷ ହେବାର ଲକ୍ଷ୍ୟ ରଖିଛନ୍ତି। ଏମାନେ ଛତିଶଗଡ଼ ଓପନ୍ ସ୍କୁଲରୁ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହା ସେମାନଙ୍କର ମୁଖ୍ୟଧାରାର ଜୀବନକୁ ପରିବର୍ତ୍ତନ କରିବା ଦିଗରେ...

ରାୟପୁର: ଛତିଶଗଡ଼ର ବସ୍ତର ଡିଭିଜନରେ ଅତୀତରେ ବନ୍ଧୁକ ଧରିଥିବା ଆଠ ଜଣ ନକ୍ସଲ ପାଠ ପଢ଼ି ଭଲ ମଣିଷ ହେବାର ଲକ୍ଷ୍ୟ ରଖିଛନ୍ତି। ଏମାନେ ଛତିଶଗଡ଼ ଓପନ୍ ସ୍କୁଲରୁ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହା ସେମାନଙ୍କର ମୁଖ୍ୟଧାରାର ଜୀବନକୁ ପରିବର୍ତ୍ତନ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି କୁହାଯାଉଛି। ଅତୀତରେ ଯେଉଁମାନେ ପୂର୍ବରୁ ବନ୍ଧୁକ ଧରିଥିଲେ ଏବେ ସେମାନଙ୍କ ହାତରେ କଲମ ଦେଖାଯାଉଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button