ବିଶେଷ

Old age: ୬୦ ପରେ ଏହି ସଙ୍କେତ ଦେଖାଦେଲେ ସାବଧାନ , ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ

ବୟସ ବଢ଼ୁଛି… ଶରୀରରେ ପରିବର୍ତ୍ତନ ଆସୁଛି… ଚାଲିବାରେ ଟିକେ ଧିମା, ଭୋକ କମ୍, ଦୁର୍ବଳ ଲାଗିବା ଏସବୁକୁ ଅନେକ ସମୟରେ ଆମେ ବୟସର ପ୍ରଭାବ କହି ଅଣଦେଖା କରିଦେଉ। କିନ୍ତୁ ସାବଧାନ! ୬୦ ବର୍ଷ ପରେ ଶରୀରରେ ଦେଖାଦେଉଥିବା କିଛି ପରିବର୍ତ୍ତନ କେବଳ ବାର୍ଦ୍ଧକ୍ୟର ସାଧାରଣ ଲକ୍ଷଣ ନୁହେଁ… ବରଂ ଏହା କୌଣସି ଗୁରୁତର ରୋଗର ସଙ୍କେତ ବି ହୋଇପାରେ।

ନୂଆଦିଲ୍ଲୀ: ବୟସ ବଢ଼ୁଛି… ଶରୀରରେ ପରିବର୍ତ୍ତନ ଆସୁଛି… ଚାଲିବାରେ ଟିକେ ଧିମା, ଭୋକ କମ୍, ଦୁର୍ବଳ ଲାଗିବା ଏସବୁକୁ ଅନେକ ସମୟରେ ଆମେ ବୟସର ପ୍ରଭାବ କହି ଅଣଦେଖା କରିଦେଉ। କିନ୍ତୁ ସାବଧାନ! ୬୦ ବର୍ଷ ପରେ ଶରୀରରେ ଦେଖାଦେଉଥିବା କିଛି ପରିବର୍ତ୍ତନ କେବଳ ବାର୍ଦ୍ଧକ୍ୟର ସାଧାରଣ ଲକ୍ଷଣ ନୁହେଁ… ବରଂ ଏହା କୌଣସି ଗୁରୁତର ରୋଗର ସଙ୍କେତ ବି ହୋଇପାରେ। ତେଣୁ ଘରେ ବୟସ୍କ ଲୋକ ଥିଲେ ଏହି ୬ଟି ଲକ୍ଷଣକୁ ଜମାରୁ ଅଣଦେଖା କରନ୍ତୁନି। ବିଶେଷଜ୍ଞଙ୍କ କହିବା ଅନୁସାରେ, ବୟସ ବଢ଼ିବା ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ଶରୀରରେ ଦେଖାଦେଉଥିବା ପ୍ରତ୍ୟେକ ନୂଆ ସମସ୍ୟାକୁ ବୟସର ପ୍ରଭାବ କହିଦେବା ଠିକ୍ ନୁହେଁ। କିଛି ଲକ୍ଷଣ ଶରୀର ଭିତରେ ଲୁଚିଥିବା ସମସ୍ୟା ଆଡ଼କୁ ଇସାରା କରିପାରେ। ଯେମିତିକି  ଭୋକ କମିଯିବା ହେଉଛି ପ୍ରଥମ ଲକ୍ଷଣ  ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button