ରାଜ୍ୟ

Youth Rescued: ମହାନଦୀକୁ ଡେଇଁଥିବା ଯୁବକ ଉଦ୍ଧାର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ବୌଦ୍ଧର କିଆକଟା ବ୍ରିଜ୍‌ରୁ ମହାନଦୀକୁ ଡେଇଁ ପଡ଼ିଥିବା ପୁରୁଣାକଟକ ଅଞ୍ଚଳର ଲିପୁନ ବେହେରାଙ୍କୁ ଅଗ୍ନିଶମ ବାହିନୀ ଆଳତୀ ଘାଟ ନିକଟରୁ ଉଦ୍ଧାର କରିଛି। ତାଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ବୌଦ୍ଧ: ମହାନଦୀ ପୋଲରୁ ଡେଇଁଥିବା ଯୁବକ ଆଳତୀ ଘାଟ ନିକଟରୁ ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର। ଯୁବକଙ୍କ ଘର ପୁରୁଣାକଟକ ଅଞ୍ଚଳର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button