ବିଶେଷ

‘BepiColombo’: ବୁଧ ଗ୍ରହରେ ପହଞ୍ଚିଲା ‘ବେପିକଲମ୍ବୋ’

ମଣିଷ ପ୍ରେରିତ ‘ବେପିକଲମ୍ବୋ’ ନାମକ ମହାକାଶଯାନ ବୁଧ ଗ୍ରହର କକ୍ଷପଥରେ ପହଞ୍ଚିଛି। ୟୁରୋପ ଓ ଜାପାନ ମିଳିତ ଭାବେ ଏହି ମହାକାଶଯାନ ପଠାଇଛନ୍ତି। ସୌରଜଗତ୍‌ର ସବୁଠୁ ସାନ ଗ୍ରହର ନିକଟତର ହୋଇ ବେପିକଲମ୍ବୋ....

ମଣିଷ ପ୍ରେରିତ ‘ବେପିକଲମ୍ବୋ’ ନାମକ ମହାକାଶଯାନ ବୁଧ ଗ୍ରହର କକ୍ଷପଥରେ ପହଞ୍ଚିଛି। ୟୁରୋପ ଓ ଜାପାନ ମିଳିତ ଭାବେ ଏହି ମହାକାଶଯାନ ପଠାଇଛନ୍ତି। ସୌରଜଗତ୍‌ର ସବୁଠୁ ସାନ ଗ୍ରହର ନିକଟତର ହୋଇ ବେପିକଲମ୍ବୋ ରହସ୍ୟମୟ ବିଶ୍ବ ସମ୍ବନ୍ଧରେ ଗବେଷଣା କରିବାରେ ବୈଜ୍ଞାନିକମାନଙ୍କୁ ସାହାଯ୍ୟ କରିବ।

 

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button