ରାଜ୍ୟ

Koraput’s tuber: କାନ୍ଦୁଛି କୋରାପୁଟର କନ୍ଦମୂଳ ଚାଷୀ: ଭୂସୁନା, ଭୂକ୍ରିଷ୍ଣାକୁ ମିଳୁନି ବଜାର, ଅଭାବୀ ବିକ୍ରି

କୋରାପୁଟ ଜିଲ୍ଲାରୁ ବାର୍ଷିକ ଉତ୍ପାଦନ ହେଉଛି ୨୯ ହଜାର ୮୭୦ ମେଟ୍ରିକ୍‌ ଟନ୍‌ କନ୍ଦମୂଳ। ହେଲେ ବିକ୍ରିବଟା ଲାଗି ସରକାରୀ ସ୍ତରରେ ନାହିଁ କୌଣସି ସୁବିଧା। ଓଡ଼ିଶା ବଜାର ତୁଳନାରେ ଆନ୍ଧ୍ର...

ଜୟପୁର: କୋରାପୁଟ ଜିଲ୍ଲାରୁ ବାର୍ଷିକ ଉତ୍ପାଦନ ହେଉଛି ୨୯ ହଜାର ୮୭୦ ମେଟ୍ରିକ୍‌ ଟନ୍‌ କନ୍ଦମୂଳ। ହେଲେ ବିକ୍ରିବଟା ଲାଗି ସରକାରୀ ସ୍ତରରେ ନାହିଁ କୌଣସି ସୁବିଧା। ଓଡ଼ିଶା ବଜାର ତୁଳନାରେ ଆନ୍ଧ୍ର, ପଶ୍ଚିମବଙ୍ଗ, ବିହାର ଓ ଉତ୍ତରପ୍ରଦେଶକୁ ଯାଉଛି ଉତ୍ପାଦନର ସିଂହଭାଗ କନ୍ଦମୂଳ। ବେପାରୀ ଚାଷୀଙ୍କ ଘରେ, ଜମି ନିକଟ‌ରେ ଓ ସାପ୍ତାହିକ ହାଟରେ ଗାଡ଼ି ଲଗାଇ କିଲୋ ପିଛା ୧୨ରୁ ୧୩ ଟଙ୍କାରେ କିଣି ନେଉଛନ୍ତି। ତାହାକୁ ବଜାରରେ ୪୦ ଟଙ୍କାରେ ବିକ୍ରି କରି ଭଲ ମୁନାଫା କମାଉଛନ୍ତି। ବର୍ଷତମାମ ମୁଣ୍ଡଝାଳ ତୁଣ୍ଡରେ ମାରି ଚାଷୀ ଉତ୍ପାଦିତ କନ୍ଦମୂଳରୁ ଲାଭ ପାଇବା ବଦଳରେ ଅଭାବୀ ବିକ୍ରିର ଶିକାର ହେଉଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button