ରାଜ୍ୟ
Chhadakhai: ଆଜି ଛାଡ଼ଖାଇ; ଆମିଷ ହାଟରେ ପ୍ରବଳ ଭିଡ଼
କାର୍ତ୍ତିକ ମାସରେ ଦୀର୍ଘଦିନ ଧରି ନିରାମିଷ ଭୋଜନ କରିବା ପରେ ଆଜି ଛାଡ଼ଖାଇକୁ ନେଇ ସବୁଠି ଦେଖିବାକୁ ମିଳିଛି ଜୋରଦାର ଉତ୍ସାହ। ସକାଳୁ ସକାଳୁ ବିଭିନ୍ନ ଆମିଷ ବଜାରରେ ଗ୍ରାହକଙ୍କ ଭିଡ଼ ଜମିଛି। ମାଛ ଓ ମାଂସ ଦୋକାନରେ କିଣାକିଣି ପାଇଁ ଲାଗିଛି ଲମ୍ବା ଲାଇନ୍।

1
2
ସୌଜନ୍ୟ ସମ୍ବାଦ




