ଦେଶ ବିଦେଶ

Air India drug test: ଏୟାର୍ ଇଣ୍ଡିଆ ସବୁ ପାଇଲଟଙ୍କ ଡୋପ୍‌ ଟେଷ୍ଟ କରିବ

ଫୁକେଟ୍‌ରୁ ନୂଆଦିଲ୍ଲୀ ଆସୁଥିବା ଏୟାର୍ ଇଣ୍ଡିଆର ଏକ ବିମାନର ପାଇଲଟଙ୍କ ନିଶାଦ୍ରବ୍ୟ ପରୀକ୍ଷାରେ ମାରିଜୁଆନା ପଜିଟିଭ୍‌ ଆସିବା ପରେ ଏୟାର୍ ଇଣ୍ଡିଆ ଗ୍ରୁପ୍‌ର ସମସ୍ତ ପାଇଲଟଙ୍କ ଡୋପ୍‌ ଟେଷ୍ଟ କରାଯିବ। ଗୁରୁବାରଠାରୁ ଏହି ପରୀକ୍ଷା ଆରମ୍ଭ ହୋଇଛି।

ନୂଆଦିଲ୍ଲୀ: ଫୁକେଟ୍‌ରୁ ନୂଆଦିଲ୍ଲୀ ଆସୁଥିବା ଏୟାର୍ ଇଣ୍ଡିଆର ଏକ ବିମାନର ପାଇଲଟଙ୍କ ନିଶାଦ୍ରବ୍ୟ ପରୀକ୍ଷାରେ ମାରିଜୁଆନା ପଜିଟିଭ୍‌ ଆସିବା ପରେ ଏୟାର୍ ଇଣ୍ଡିଆ ଗ୍ରୁପ୍‌ର ସମସ୍ତ ପାଇଲଟଙ୍କ ଡୋପ୍‌ ଟେଷ୍ଟ କରାଯିବ। ଗୁରୁବାରଠାରୁ ଏହି ପରୀକ୍ଷା ଆରମ୍ଭ ହୋଇଛି। ଏୟାର୍ ଇଣ୍ଡିଆ ସହ ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍‌ର ପାଇଲଟମାନେ ମଧ୍ୟ ଏହି ପରୀକ୍ଷାରେ ସାମିଲ ହେବେ। ଏହି ପଦକ୍ଷେପର ଉଦ୍ଦେଶ୍ୟ ବିମାନ ଚଳାଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରିବା ବୋଲି କୁହାଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button