ଲୁଗା ସଫା କରି ଘର ଭିତରେ ଶୁଖାଇବା ବେଳେବେଳେ ସୁବିଧାଜନକ ମନେ ହୋଇଥାଏ, କିନ୍ତୁ ଆପଣଙ୍କ ଘର ଓ ସ୍ବାସ୍ଥ୍ୟ ଉପରେ ଏହା ନାନା ନକାରାତ୍ମକ ପ୍ରଭାବ ପକାଇଥାଏ। ଏହାର କାରଣ ହେଲା ଓଦା ଲୁଗା ଶୁଖାଇବା ଦ୍ବାରା ଘର ଭିତରର ବାୟୁରେ ଆର୍ଦ୍ରତା ବଢ଼ିଯାଏ। ବାୟୁ ଚଳାଚଳ ପାଇଁ ଭଲ ସୁବିଧା ନଥିଲେ ଆର୍ଦ୍ରତା ବାହାରକୁ ବାହାରିପାରେ ନାହିଁ ଏବଂ ଘରର କାନ୍ଥ, ଛାତ ଓ ଆସବାବପତ୍ରରେ ଲାଖିରହେ। ସମୟକ୍ରମେ ସେହି ଆର୍ଦ୍ର ପୃଷ୍ଠରେ ଫିମ୍ପି ବିସ୍ତାର ଲାଭ କରନ୍ତି ଏବଂ ସେଗୁଡ଼ିକୁ ଶୀଘ୍ର ନଷ୍ଟ କରିଦିଅନ୍ତି।
Are they drying clothes indoors? ଘର ଭିତରେ ଲୁଗା ଶୁଖାଉଛନ୍ତି କି?
ଲୁଗା ସଫା କରି ଘର ଭିତରେ ଶୁଖାଇବା ବେଳେବେଳେ ସୁବିଧାଜନକ ମନେ ହୋଇଥାଏ, କିନ୍ତୁ ଆପଣଙ୍କ ଘର ଓ ସ୍ବାସ୍ଥ୍ୟ ଉପରେ ଏହା ନାନା ନକାରାତ୍ମକ ପ୍ରଭାବ ପକାଇଥାଏ। ଏହାର କାରଣ ହେଲା ଓଦା ଲୁଗା ଶୁଖାଇବା ଦ୍ବାରା ଘର ଭିତରର ବାୟୁରେ ଆର୍ଦ୍ରତା ବଢ଼ିଯାଏ।
