-
ରାଶିଫଳ
Horoscope Today : ମେ’୧୩ ତାରିଖ, ବୁଧବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ
ମେଷ– ନିଜ କାମକୁ ନେଇ ଅଧିକ ଗମ୍ଭୀର ରହିବେ ଏବଂ ଧୀରେ ଧୀରେ ଭଲ ଫଳ ଦେଖିବେ। ଛୋଟ ଧନଲାଭ ହେବାର ଯୋଗ ଅଛି ଯାହା ମନକୁ…
Read More » -
ଦେଶ ବିଦେଶ
Jammu Kashmir: ମଦ ନିଷେଧ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବିବାଦୀୟ ବୟାନ
ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ମଦ ନିଷେଧକୁ ନେଇ ମୁଖ୍ୟମନ୍ତ୍ରୀଓମାର ଅବଦୁଲ୍ଲା ଦେଇଥିବା ଏକ ବିବାଦୀୟ ବୟାନ ଏବେ ରାଜନୈତିକ ଝଡ଼ ସୃଷ୍ଟି କରିଛି। ମଦ୍ୟପାନ ଯୋଗୁଁ ଯୁବପିଢ଼ି ନଷ୍ଟ ହେବା…
Read More » -
ଦେଶ ବିଦେଶ
China Spy: ଚୀନ୍ ଗୁପ୍ତଚର କାଲିଫର୍ଣ୍ଣିଆ ମେୟର: ଦୋଷ ସ୍ବୀକାର କରି ପଦବୀରୁ ଦେଲେ ଇସ୍ତଫା
କାଲିଫର୍ଣ୍ଣିଆ: ଆମେରିକାର ତଦନ୍ତକାରୀ ସଂସ୍ଥାଏଫ୍ବିଆଇପକ୍ଷରୁ କାଲିଫର୍ଣ୍ଣିଆର ଆର୍କାଡିଆର ମେୟର ଏଲିନ୍ ୱାଙ୍ଗଙ୍କ ବିରୋଧରେ ଚୀନ୍ ପାଇଁ ଗୁପ୍ତଚରୀ କରୁଥିବା ଅଭିଯୋଗ କରାଯାଇଛି। ଫେଡେରାଲ୍ କୋର୍ଟରେ ୱାଙ୍ଗଙ୍କ ବିରୋଧରେ…
Read More » -
ଦେଶ ବିଦେଶ
Tamil Nadu CM Vijay’s: ତାମିଲନାଡୁରେ ହଟିବ ୭୧୭ଟି ମଦ ଦୋକାନ, ମୁଖ୍ୟମନ୍ତ୍ରୀ ବିଜୟଙ୍କ ବଡ଼ ପଦକ୍ଷେପ
ଚେନ୍ନାଇ: ତାମିଲନାଡୁର ନବନିଯୁକ୍ତମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟ ରାଜ୍ୟରେ ମଦମୁକ୍ତ ଓ ନିଶାମୁକ୍ତ ପରିବେଶ ଗଠନ ଦିଗରେ ଏକ ପ୍ରମୁଖ ପଦକ୍ଷେପ ଗ୍ରହଣ କରିଛନ୍ତି। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ବିଭିନ୍ନ ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ…
Read More » -
ଦେଶ ବିଦେଶ
Trump: ଟ୍ରମ୍ପଙ୍କ ପ୍ରତି ବିଶ୍ୱାସଘାତକତା କରିଥିଲେ ପାକିସ୍ତାନୀ ରାଜନେତା ଶାହବାଜ-ମୁନିର!
ୱାସିଂଟନ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ଫିର୍ଲ୍ଡ ମାର୍ଶାଲ ଅସୀମ ମୁନିର ଶାନ୍ତିଦୂତ ସାଜି ଡୋନାଲ୍ଡ ଟ୍ରମ୍ପଙ୍କୁ ଠକିଛନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି। ଆମେରିକା…
Read More » -
ଦେଶ ବିଦେଶ
West Bengal CM : ଯୋଗୀଙ୍କ ପଥରେ ଶୁଭେନ୍ଦୁ, ପଶ୍ଚିମବଙ୍ଗରେ ଲାଉଡସ୍ପିକର ଓ ଧାର୍ମିକ କାର୍ଯ୍ୟରେ ରୋକ
କୋଲକାତା: ପଶ୍ଚିମବଙ୍ଗର ନବମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ, ଶୁଭେନ୍ଦୁ ଅଧିକାରୀ ଏବେ ସମ୍ପୂର୍ଣ୍ଣ ଆକ୍ସନ ମୋଡରେ ଅଛନ୍ତି। ନବାନ୍ନାରେ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ସହ ତାଙ୍କର ପ୍ରଥମ ଆନୁଷ୍ଠାନିକ ବୈଠକରେ,…
Read More » -
ରାଜ୍ୟ
Birth Anniversary: ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀରେ ଶ୍ରଦ୍ଧା ସୁମନ ଅର୍ପଣ
ଭୁବନେଶ୍ୱର: ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ଅବସରରେ ଆଜି ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ସନ୍ଥକବି ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ଓଡ଼ିଶା ବିଧାନସଭା ପାର୍ଶ୍ୱରେ ଥିବା ସନ୍ଥକବି…
Read More » -
ଜିଲ୍ଲା
Culture Minister: କଳାମଣ୍ଡଳର ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ସମାପ୍ତ କରିବା ପାଇଁ ସଂସ୍କୃତି ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ଭୁବନେଶ୍ୱର ସୈନିକ ସ୍କୁଲ ନିକଟରେ ନିର୍ମାଣାଧୀନ କଳାମଣ୍ଡଳ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି ସଂସ୍କୃତିମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କଳାମଣ୍ଡଳର ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ସମାପ୍ତ କରିବା ପାଇଁ…
Read More » -
ଜିଲ୍ଲା
Farmers Protest: ବରୀରେ ଶୀତଳ ଭଣ୍ଡାର ନିର୍ମାଣ ଦାବିରେ ଚାଷୀମୂଲିଆ ସଂଘପକ୍ଷରୁ ବ୍ଲକ ସମ୍ମୁଖରେ ଧାରଣା
ବରୀ: କୃଷିଜାତ ଦ୍ରବ୍ୟର ସଂରକ୍ଷଣ ପାଇଁ ବରୀ ମାଉଣ୍ଡ ଠାରେ ଏକ ସରକାରୀ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବା ସହିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ, କୃଷି ଋଣ ଛାଡ଼,…
Read More » -
ଜିଲ୍ଲା
Bear Attacks: କେନ୍ଦୁପତ୍ର ତୋଳିବାକୁ ଯାଇ ଭାଲୁ ଆକ୍ରମଣରେ ଯୁବକ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
ପାଇକମାଳ: ବରଗଡ଼ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ଛେତଗାଁ ଗ୍ରାମରେ ଆଜି ସକାଳେ ଏକ ଅତ୍ୟନ୍ତ ଦୁଃଖଦ ଓ ଭୟାବହ ଘଟଣା ଘଟିଛି। କେନ୍ଦୁପତ୍ର ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ଗ୍ରାମର…
Read More »