• ଜିଲ୍ଲା

    Elephant Attacks: ହାତୀ ଆକ୍ରମଣରେ ଜଣେ ଗୁରୁତର

    ଅନୁଗୁଳ:ଅନୁଗୁଳଜିଲ୍ଲାବନ୍ତଳାଥାନାଅଧୀନବଡ଼କନ୍ତକୁଳଗାଁରେହାତୀଆକ୍ରମଣରେଜଣେବ୍ୟକ୍ତିଗୁରୁତରଆହତହୋଇଛନ୍ତି।ଗୁରୁତରବ୍ୟକ୍ତିଙ୍କନାମମୋଚିଆନାୟକବୋଲିପରିଚୟମିଳିଛି।ଏହିଘଟଣାଅଞ୍ଚଳରେଭୟଓଆତଙ୍କସୃଷ୍ଟିକରିଛି। ସୂଚନାଅନୁସାରେ, ଆଜିଭୋରୁଭୋରୁବଡ଼କନ୍ତକୁଳଗାଁନିକଟରେହାତୀଥିବାଖବରପାଇବନବିଭାଗରଟିମସଚେତନହୋଇଥିଲାଓହାତୀକୁ ଘଉଡ଼ାଇଥିଲା । ଏହିସମୟରେଗାଁରେଅସ୍ତବ୍ୟସ୍ତତାଦେଖାଦେଇଥିଲା। ହାତୀ ଆତଙ୍କ ଆହୁରି ବଢ଼ିଯାଇଛି ଏହିମଧ୍ୟରେମୋଚିଆନାୟକପାଖରେଥିବାରାସ୍ତାଦେଇଶୌଚପାଇଁଯାଉଥିବାବେଳେହାତୀସହ ସାମ୍ନାସାମ୍ନିହୋଇଥିଲେ।ହଠାତ୍ହାତୀତାଙ୍କୁଆକ୍ରମଣକରିଥିବାରୁସେଗୁରୁତରଆହତହୋଇଥିଲେ। ସ୍ଥାନୀୟଲୋକେତୁରନ୍ତତାଙ୍କୁଉଦ୍ଧାରକରିଅନୁଗୁଳଜିଲ୍ଲାମୁଖ୍ୟଚିକିତ୍ସାଳୟକୁନେଇଥିଲେ।କିନ୍ତୁତାଙ୍କଅବସ୍ଥାଅତ୍ୟନ୍ତସଙ୍କଟାପନ୍ନହେବାରୁଡାକ୍ତରମାନେତାଙ୍କୁକଟକରବଡ଼ଡାକ୍ତରଖାନାକୁସ୍ଥାନାନ୍ତରକରିଛନ୍ତି। ଏହିଘଟଣାପରେଅଞ୍ଚଳରେହାତୀଆତଙ୍କଆହୁରିବଢ଼ିଯାଇଛି।ବନବିଭାଗପକ୍ଷରୁଲୋକମାନଙ୍କୁସଚେତନରହିବାକୁଅନୁରୋଧକରାଯାଇଥିବାସହହାତୀକୁଜଙ୍ଗଲକୁଫେରାଇବା       ସୌଜନ୍ୟ ସମ୍ବାଦ

    Read More »
  • ଜିଲ୍ଲା

    “Parala Lalam”: ଅଷ୍ଟମ ଶ୍ରେଣୀ ଇତିହାସ ପାଠ୍ୟପୁସ୍ତକରେ ସ୍ଥାନ ପାଇଲା “ପାରଳା ଲଲାମ”

    ପାରଳାଖେମୁଣ୍ଡି: ଦୀର୍ଘ ବର୍ଷର ଗବେଷଣା, ଅନୁସନ୍ଧାନ ଓ ଐତିହାସିକ ପ୍ରମାଣ ସଂଗ୍ରହର ଫଳସ୍ୱରୂପ ବିଶିଷ୍ଟ ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ରଚିତ ଗବେଷଣାମୂଳକ ପୁସ୍ତକ “ପାରଳା ଲଲାମ : ଭାରତର ପ୍ରଥମ ସ୍ୱାଧୀନତା…

    Read More »
  • ଜିଲ୍ଲା

    Orissa High Court: ଅଦାଲତଙ୍କ କ୍ଷେତ୍ରାଧିକାର ଓ ରାଜ୍ୟ ବାହାରୁ ଗିରଫଦାରୀ ପ୍ରସଂଗ, ମାର୍ଗଦର୍ଶିକା ଜାରି କଲେ ହାଇକୋର୍ଟ

    କଟକ: ରାଜ୍ୟ ବାହାରୁ ବା ଅଦାଲତଙ୍କ କ୍ଷେତ୍ରାଧିକାର (ଜୁରିସଡିକ୍ସନ) ବାହାରୁ ବିନା ୱାରେଣ୍ଟରେ ଗିରଫ କରାଯିବା, ଅଟକ ରଖିବା ଓ ଅଦାଲତରେ ଅଭିଯୁକ୍ତଙ୍କୁ ହାଜର କରାଯିବା ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା…

    Read More »
  • ଜିଲ୍ଲା

    Leopard Died: ଶିକାରୀଙ୍କ ଫାଶରେ ଝୁଲି କଲରାପତରିଆ ବାଘର ମୃତ୍ୟୁ

    ନୀଳଗିରି:ବାଲେଶ୍ୱରଜିଲ୍ଲାରନୀଳଗିରିରେଞ୍ଜଅଧୀନକାଠଗୋଛିଜଙ୍ଗଲରେଏକକଲରାପତରିଆବାଘଶିକାରୀଙ୍କଫାଶରେପଡ଼ିମୃତ୍ୟୁବରଣକରିଥିବାଘଟଣାଚର୍ଚ୍ଚାରବିଷୟହୋଇଛି।ଏହିଘଟଣାପରେଅଞ୍ଚଳରେଭୟ ଓଆତଙ୍କରପରିବେଶସୃଷ୍ଟିହୋଇଛି। ସୂଚନାଅନୁଯାୟୀ, ସୋମବାରବିଳମ୍ବିତରାତିରେବାଘଟିନିକଟସ୍ଥକୁଲଡିହାଅଭୟାରଣ୍ୟରୁଚାଲିଆସିକାଠଗୋଛିଜଙ୍ଗଲଅଞ୍ଚଳକୁପ୍ରବେଶକରିଥିଲା।ସେଠାରେପୂର୍ବରୁଲାଗିଥିବାଶିକାରୀଙ୍କଫାଶରେପଡ଼ିଯାଇଥିବାଅନୁମାନକରାଯାଉଛି। ବାଘଟିରମୃତ୍ୟୁ ଘଟିଛି ମଙ୍ଗଳବାରସକାଳେବାଘରଗର୍ଜନଶୁଣିସ୍ଥାନୀୟଲୋକେଘଟଣାସ୍ଥଳକୁଧାଇଁଯାଇଥିଲେ।ସେମାନେବାଘଟିକୁଫାଶରେଝୁଲିଥିବାଅବସ୍ଥାରେଦେଖିବାର କିଛିସମୟପରେବାଘଟିରମୃତ୍ୟୁଘଟିଥିବାଜଣାପଡ଼ିଛି। ଖବରପାଇବନବିଭାଗରକର୍ମଚାରୀଓଅଧିକାରୀମାନେ ସେଠାରେ ମୃତୟନ ଥିବା ସୂଚନା ମିଳିଛି ଓ ଘଟଣାସ୍ଥଳରେ ପହଞ୍ଚିତଦନ୍ତଆରମ୍ଭକରିଛନ୍ତି।       ସୌଜନ୍ୟ ସମ୍ବାଦ

    Read More »
  • ମହାନଗର

    Two Youths Abducted: ଛାତ୍ରୀଙ୍କ ଭିଡିଓ ଭାଇରାଲ କରିବାକୁ ଧମକ ନେଇ ଦୁଇ ଯୁବକଙ୍କୁ ଅପହରଣ

    ଭୁବନେଶ୍ୱର: ଛାତ୍ରୀଙ୍କ ଭିଡିଓ ଭାଇରାଲ କରିବାକୁ ଧମକ ଦେବାରୁ ଅପହରଣ କଲେ। ଏକ ଅପହଞ୍ଚ ଅଞ୍ଚଳକୁ ନେଇ ଘରେ ଦୁଇ ଯୁବକଙ୍କୁ ବାନ୍ଧିରଖି  ନିସ୍ତୁକ ପିଟିଲେ। ରାଜଧାନୀର ଇନ୍ଫୋଭେଲି ଥାନା ଅଞ୍ଚଳରେ…

    Read More »
  • ଅପରାଧ

    Dead Body On Bicycle: ନ୍ୟାୟ ଦାବିରେ ଶବକୁ ସାଇକେଲରେ ବୋହି ଥାନାକୁ ନେଲେ ପରିବାର ଲୋକ

    ଖଇରା: ରବିବାର ବାଲେଶ୍ୱର ଜିଲ୍ଲାର ଖଇରା ଥାନା ଅଧୀନ ହରିପୁର ଗ୍ରାମରେ ଘର ତିଆରି ପାଇଁ ସେଣ୍ଟରିଂ ବେଳେ ସୀମା ବିବାଦକୁ କେନ୍ଦ୍ର ପଡ଼ୋଶୀଙ୍କ କୋଦାଳ ଓ ଶାବଳମାଡ଼ରେ କମଳା ସେଠୀ(୩୯)ଙ୍କ…

    Read More »
  • ଅପରାଧ

    Theft From Temple: ମନ୍ଦିରରୁ ଚୋରି, ଅଳଙ୍କାର ସହ ଦକ୍ଷିଣା ଲୁଟି ନେଇଛନ୍ତି ଚୋର

    ରାୟଗଡା: ବିଳମ୍ବିତ ରାତିରେ ରାୟଗଡା ସହର ଉପକଣ୍ଠ କୋଟଲାଗୁଡା ଶୈଳେଶ୍ବର ମନ୍ଦିରରୁ ଲୁଟ୍ ହୋଇଛି I ହୁଣ୍ଡି ଭାଙ୍ଗି ଅଳଙ୍କାର ସହ ଦକ୍ଷିଣା ଲୁଟି ନେଇଛନ୍ତି ଚୋର I ଦୁର୍ବୃତ୍ତମାନେ ମନ୍ଦିର ପାର୍ଶ୍ୱରେ ଥିବା ହନୁମାନ ଓ…

    Read More »
  • ଅପରାଧ

    Grandfather Dies: ନାତୁଣୀକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ଅଜା, ବିଦ୍ୟୁତ୍ ଆଘାତରେ ନାତୁଣୀ ଗୁରୁତର

    ଆଠମଲ୍ଲିକ: ଅନୁଗୁଳଜିଲ୍ଲାରଆଠମଲ୍ଲିକବ୍ଲକ୍ପାଇକସାହିରେଘଟିଥିବାଏକଦୁଃଖଦଘଟଣାରେସମଗ୍ରଅଞ୍ଚଳଶୋକାକୁଳହୋଇପଡ଼ିଛି।କରେଣ୍ଟଲାଗିଜଣେବୃଦ୍ଧଙ୍କମୃତ୍ୟୁଘଟିଥିବାବେଳେତାଙ୍କରନାତୁଣୀଗୁରୁତରଅବସ୍ଥାରେଚିକିତ୍ସିତହେଉଛନ୍ତି।ମୃତକହେଲେ୭୦ବର୍ଷୀୟରତ୍ନାକରସାହୁ।ସୂଚନାଅନୁସାରେ, ଆଜିସକାଳୁଘରେଲୁଗାଶୁଖାଉଥିବାବେଳେତାଙ୍କନାତୁଣୀ ତୁଳସୀସାହୁହଠାତ୍ସର୍ଭିସତାରସଂସ୍ପର୍ଶରେଆସିକରେଣ୍ଟଯୋଗୁଁ ଆଘାତ ଖାଇଥିଲେ। ଡାକ୍ତରରତ୍ନାକରସାହୁଙ୍କୁମୃତଘୋଷଣାକରିଥିଲେ ନାତୁଣୀଙ୍କୁବଞ୍ଚାଇବାପାଇଁଅଜାରତ୍ନାକରସାହୁତୁରନ୍ତଘଟଣାସ୍ଥଳକୁଧାଇଁଯାଇତାଙ୍କୁଭିଡ଼ିଆଣିବାକୁଚେଷ୍ଟା କରିଥିଲେ।କିନ୍ତୁଏହିଚେଷ୍ଟାସମୟରେସେନିଜେମଧ୍ୟବିଦ୍ୟୁତ୍କବଜାକୁଆସିଯାଇଥିଲେ।ଘଟଣାପରେପରିବାରଲୋକେଦୁହିଙ୍କୁତୁରନ୍ତଅନୁଗୁଳଜିଲ୍ଲାମୁଖ୍ୟଚିକିତ୍ସାଳୟକୁନେଇଯାଇଥିଲେ।ସେଠାରେଡାକ୍ତରରତ୍ନାକରସାହୁଙ୍କୁମୃତଘୋଷଣାକରିଥିଲେଏବଂତୁଳସୀସାହୁଙ୍କଅବସ୍ଥାଗୁରୁତରଥିବାରୁତାଙ୍କରଚିକିତ୍ସାଚାଲିଛି।ଏହିଦୁଃଖଦଘଟଣାପରେଗାଁରେଶୋକରଛାୟାଖେଳିଯାଇଛି।       ସୌଜନ୍ୟ ସମ୍ବାଦ

    Read More »
  • ଅପରାଧ

    Encounter In Jharsuguda: ଝାରସୁଗୁଡ଼ାରେ ଏନକାଉଣ୍ଟର, ଦୁଇ କୁଖ୍ୟାତ ଅପରାଧୀ ଆହତ

    ଝାରସୁଗୁଡ଼ା: ଗତକାଲି ବିଳମ୍ବିତ ରାତିରେ ବେଲପାହାଡ ଥାନା କରଲାଖମନ ନିକଟରେ ପୁଲିସ ସହ ଦୁଇ କୁଖ୍ୟାତ ଅପରାଧୀଙ୍କ ମଧ୍ଯରେ ଏନକାଉଣ୍ଟର ହେଇଛି। ଏଥିରେ ବାବୁ ବନଛୋର ଏବଂ ଚାନ୍ଦ ବନଛୋର…

    Read More »
  • ଜିଲ୍ଲା

    Census Survey: ଜନଗଣନା ସର୍ଭେ ପାଇଁ ଟଣାଓଟରା, ହଟହଟା ହୋଇ ଫେରିଲେ ଅଧିକାରୀ

    ପାରଳାଖେମୁଣ୍ଡି : କେବଳ ଓଡ଼ିଶା – ଆନ୍ଧ୍ରପ୍ରଦେଶ ମଧ୍ୟରେ ସୀମାକୁ ନେଇ ବିବାଦ ନୁହଁ ।  ଓଡ଼ିଶା-ଓଡ଼ିଶା ମଧ୍ୟରେ ମଧ୍ୟ ବିବାଦ ରହିଛି ।  ଜନଗଣନାକାର୍ଯ୍ୟ ସ୍ଥିତିରୁ…

    Read More »
Back to top button