-
ଜାତୀୟ
Trump Target Modi: ମୋଦୀ ଜଣେ ମହାନ ବ୍ୟକ୍ତି କିନ୍ତୁ ଚତୁର, ଆମକୁ ଲୁଟୁଥିବା ଭାରତକୁ ଶୁଳ୍କ ଦେବାକୁ ପଡିବ: ଟ୍ରମ୍ପ
ୱାସିଂଟନ/ନୂଆଦିଲ୍ଲୀ: ଆମେରିକାର ସୁପ୍ରିମକୋର୍ଟ ରାଷ୍ଟ୍ରପତି ଟ୍ରମ୍ପଙ୍କ ବ୍ୟାପକ ଜରୁରୀକାଳୀନ ଶୁଳ୍କକୁ ବେଆଇନ ଘୋଷଣା କରିଛନ୍ତି। ଶୁଳ୍କ ଝଟ୍କା ପରେ, ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ, କୋର୍ଟଙ୍କ ସାମ୍ପ୍ରତିକ ନିଷ୍ପତ୍ତି…
Read More » -
ଜାତୀୟ
UFOs: ଏଲିଏନ୍ ଓ ୟୁଏଫ୍ଓ ରହସ୍ୟ ଉପରୁ ଉଠିବ ପରଦା: ଗୁପ୍ତ ଫାଇଲ୍ ସାର୍ବଜନୀନ କରିବାକୁ ଟ୍ରମ୍ପଙ୍କ ନିର୍ଦ୍ଦେଶ
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଏକ ବଡ଼ ଘୋଷଣା କରି ସମଗ୍ର ବିଶ୍ୱକୁ ଚକିତ କରିଦେଇଛନ୍ତି। ପୃଥିବୀ ବାହାରେ ଜୀବନ ବା ‘ଏଲିଏନ୍’ ଏବଂ ଆକାଶରେ ଦେଖାଯାଉଥିବା…
Read More » -
ଜାତୀୟ
Communal violence: ୩ ରାଜ୍ୟରେ ସାମ୍ପ୍ରଦାୟିକ ହିଂସା: ଶାନ୍ତି ରକ୍ଷା ପାଇଁ ପୁଲିସର ବ୍ୟାପକ କାର୍ଯ୍ୟାନୁଷ୍ଠାନ, ଧରାପଡ଼ିଲେ ୩୦ରୁ ଅଧିକ ଅଭିଯୁକ୍ତ
ନୂଆଦିଲ୍ଲୀ: ଦେଶର ତିନୋଟି ପ୍ରମୁଖ ରାଜ୍ୟରେ ଶିବାଜୀ ଜୟନ୍ତୀ ଓ ଧାର୍ମିକ କାର୍ଯ୍ୟକ୍ରମ ସମୟରେ ସାମ୍ପ୍ରଦାୟିକ ଉତ୍ତେଜନା ପ୍ରକାଶ ପାଇଛି। କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ମଧ୍ୟପ୍ରଦେଶରେ ସ୍ଥିତି ନିୟନ୍ତ୍ରଣ…
Read More » -
ଜାତୀୟ
Trump: ଟ୍ରମ୍ପଙ୍କୁ ଝଟକା: ଶୁଳ୍କ ରଦ୍ଦ କଲେ ସର୍ବୋଚ୍ଚ ଅଦାଲତ, ୧୭୫ ବିଲିୟନ୍ ଡଲାର ଫେରସ୍ତ କରିପାରନ୍ତି
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅର୍ଥନୈତିକ ନୀତିକୁ ଆଜି ପ୍ରଚଣ୍ଡ ଧକ୍କା ଲାଗିଛି। ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ଆମଦାନି ଶୁଳ୍କକୁ ଆମେରିକା ସୁପ୍ରିମକୋର୍ଟ ଅସାମ୍ବିଧାନିକ ଘୋଷଣା…
Read More » -
ଜାତୀୟ
West Bengal SIR: ପଶ୍ଚିମବଙ୍ଗ ଏସ୍ଆଇଆର୍ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ନ୍ୟାୟିକ ଅଧିକାରୀ କରିବେ ତଦାରଖ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ ହେଉଥିବା ‘ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା’ (ଏସ୍ଆଇଆର୍) ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ପଶ୍ଚିମବଙ୍ଗ ସରକାର…
Read More » -
uncategories
Narendra Modi: ଦୃଢ଼ ଡାଟା ପ୍ରଶାସନର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁରୁତ୍ୱାରୋପ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସେବା ତୀର୍ଥଠାରେ ଏଆଇ ଏବଂ ଡିପ୍ଟେକ୍ ଷ୍ଟାର୍ଟଅପ୍ସ ସିଇଓମାନଙ୍କ ସହିତ ଏକ ଗୋଲଟେବୁଲ ବୈଠକ କରିଛନ୍ତି। ଗୋଲଟେବୁଲରେ ଅଂଶଗ୍ରହଣ କରିଥିବା…
Read More » -
ଜାତୀୟ
Dharmendra Pradhan: ଦ୍ୱିପାକ୍ଷିକ ଏକାଡେମିକ, ଗବେଷଣା ସହଯୋଗ ଅଧିକ ସୁଦୃଢ଼ ହେବ: ଧର୍ମେନ୍ଦ୍ର
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ଦୁଇ ଦିନିଆ ‘ଭାରତ-ସ୍ପେନ୍ ଉଚ୍ଚଶିକ୍ଷା ସମ୍ମିଳନୀ’ ଆଜି ସଫଳତାର ସହ ଉଦଯାପିତ ହୋଇଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସମାରୋହରେ ମୁଖ୍ୟ…
Read More » -
ଜାତୀୟ
Pakistan: ନିଜ ସୈନିକଙ୍କୁ ନିଜର ବୋଲି ସ୍ଵିକାର କରୁନି ପାକିସ୍ତାନ, ଉଦ୍ଧାର ପାଇଁ କାନ୍ଦି କାନ୍ଦି ଗୁହାରୀ କଲେ ବଲୁଚ ସେନା କବଳରେ ଥିବା ଯବାନ
ଇସଲାମାବାଦ୍: ବଲୁଚ ଆର୍ମୀମାନେ ବନ୍ଧକ ଥିବା ପାକିସ୍ତାନ ସୈନିକଙ୍କ ଏକ ଭିଡିଓ ସୋସିଆଲ ମିଡିଆ ହକ୍ଲାଲରେ ପୋଷ୍ଟ କରିଛନ୍ତି, ଯେଉଁ ଭିଡିଓ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖଵାଜା…
Read More » -
ମନୋରଞ୍ଜନ
The story behind the song: ଗୀତ ପଛର ଗପ: ଗୀତା ଥିଲେ ପ୍ରଥମ ପସନ୍ଦ
୧୯୬୯ ମସିହାର ଶେଷଭାଗ। ଛାୟାବାଣୀ ପ୍ରତିଷ୍ଠାନ ଶ୍ରୀମତୀ କୁନ୍ତଳା କୁମାରୀ ଆଚାର୍ଯ୍ୟଙ୍କ ଲିଖିତ ଉପନ୍ୟାସ ‘ଅଦିନ ମେଘ’କୁ ଚିତ୍ରରୂପ ଦେଉଥାଆନ୍ତି। ସଂଗୀତ ନିର୍ଦ୍ଦେଶକ ବାଳକୃଷ୍ଣ ଦାଶଙ୍କ ତତ୍ତ୍ବାବଧାନରେ ‘ଅଦିନ…
Read More » -
ମନୋରଞ୍ଜନ
Heartwarming representatives: ବିବିଧ ଓଡ଼ିଶାର ହୃଦୟସ୍ପର୍ଶୀ ପ୍ରତିନିଧି
କୋଶ କୋଶ ପର ବଦଲେ ପାନି, ଚାର କୋଶ ପର ବାନୀ’- ଏହି ହିନ୍ଦୀ ଲୋକୋକ୍ତି ଭାରତର ଭାଷାଗତ ବିବିଧତାକୁ ପ୍ରକାଶ କରେ। ଆଞ୍ଚଳିକ ଉପଭାଷା ଓ କଥନ ଶୈଳୀର…
Read More »