ଦେଶ ବିଦେଶ

Helicopter Crash: କେନିଆରେ ହେଲିକପ୍ଟର ଦୁର୍ଘଟଣା ନେଲା ୭ଜଣଙ୍କର ଜୀବନ

କେନିଆର କେନ୍ଦ୍ରୀୟ ଅଞ୍ଚଳ ସାମ୍ବୁରୁ କାଉଣ୍ଟିରେ ବୁଧବାର ଏକ ପର୍ଯ୍ୟଟକ ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ଇକ୍ୱାଡୋରର ଗୁଇନ୍ଦା ମୁଖ୍ୟ ମିକେଲ ସେନ୍ସି-କୋଣ୍ଟୁଗି, ତାଙ୍କ ପତ୍ନୀଙ୍କ ସମେତ ମୋଟ ୭ ଜଣଙ୍କ ମୃତ୍ୟୁ ଘଟିଛି।

ନାଇରୋବି: କେନିଆର କେନ୍ଦ୍ରୀୟ ଅଞ୍ଚଳ ସାମ୍ବୁରୁ କାଉଣ୍ଟିରେ ବୁଧବାର ଏକ ପର୍ଯ୍ୟଟକ ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ଇକ୍ୱାଡୋରର ଗୁଇନ୍ଦା ମୁଖ୍ୟ ମିକେଲ ସେନ୍ସି-କୋଣ୍ଟୁଗି, ତାଙ୍କ ପତ୍ନୀଙ୍କ ସମେତ ମୋଟ ୭ ଜଣଙ୍କ ମୃତ୍ୟୁ ଘଟିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button