-
ଜାତୀୟ
Construction of Babri Masjid begins: ବାବ୍ରି ମସଜିଦ ନିର୍ମାଣ ଆରମ୍ଭ: ମୁର୍ଶିଦାବାଦରେ ୨୨ କିମି ବାବ୍ରି ଯାତ୍ରାର ନେତୃତ୍ୱ ନେଲେ କବୀର
କୋଲକାତା: ନିଲମ୍ବିତ ତୃଣମୂଳ କଂଗ୍ରେସ ବିଧାୟକ ହୁମାୟୁନ୍ କବୀର ମୁର୍ଶିଦାବାଦ ଜିଲ୍ଲାରେ ଏକ ମସଜିଦ ନିର୍ମାଣ କରୁଛନ୍ତି। ଏହି ମସଜିଦର ନାମ ବାବ୍ରୀ ମସଜିଦ ରଖାଯାଇଛି। ମସଜିଦ ନିର୍ମାଣ ଆରମ୍ଭ ହେବା…
Read More » -
ଜାତୀୟ
Instagram Chief: ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାର ଓ ନିଶା ଦୁଇଟି ଭିନ୍ନ ଜିନିଷ ବୋଲି କୋର୍ଟରେ କହିଲେ ଇନଷ୍ଟାଗ୍ରାମ ମୁଖ୍ୟ
ୱାସିଂଟନ: ଲସ୍ ଆଞ୍ଜେଲସ୍ରେ ସୋସିଆଲ ମିଡିଆ କମ୍ପାନିଗୁଡ଼ିକ ବିରୋଧରେ ଏକ ବଡ଼ ମାମଲା ଚାଲିଛି। ଶୁଣାଣି ସମୟରେ, ଇନଷ୍ଟାଗ୍ରାମ ମୁଖ୍ୟ ଆଡାମ ମୋସେରି କୋର୍ଟଙ୍କୁ କହିଛନ୍ତି, ଲୋକମାନେ…
Read More » -
ଜାତୀୟ
Hundreds of flights expected to be canceled again: ପୁଣି ଶହ ଶହ ବିମାନ ଉଡ଼ାଣ ବାତିଲ ଆଶଙ୍କା: ସତର୍କ କଲେ ଏୟାର ଇଣ୍ଡିଆ, ଇଣ୍ଡିଗୋ, ସ୍ପାଇସ୍ଜେଟ୍
ନୂଆଦିଲ୍ଲୀ: ଦେଶର ଏକ ନମ୍ବର ଏୟାରଲାଇନ୍ ଇଣ୍ଡିଗୋ ଏହାର ଶହ ଶହ ବିମାନର ଉଡ଼ାଣ ବାତିଲ କରିବା ଘଟଣାକୁ ଦୁଇ ମାସ ପୁରି ନଥିବା ବେଳେ ପୁଣି ଏକ ବଡ଼ ଉଡ଼ାଣ…
Read More » -
ଜାତୀୟ
Donald Trump: ଚୀନ୍କୁ ରୋକିବା ପାଇଁ ଭାରତର ସମର୍ଥନ ଅତ୍ୟନ୍ତ ଜରୁରୀ: ଟ୍ରମ୍ପ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ
ୱାଶିଂଟନ: ଆମେରିକାର ରାଷ୍ଟଠ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଚୀନ୍ର ମୁକାବିଲା ପାଇଁ ଭାରତକୁ ଦକ୍ଷିଣ ଏସିଆରେ ଏକ ଅତ୍ୟାବଶ୍ୟକ ସହଯୋଗୀ ଭାବରେ ବର୍ଣ୍ଣନା କରିଛି। ସହାୟକ ବୈଦେଶିକ ସଚିବ…
Read More » -
ଜାତୀୟ
Canada School Shooting Case: କାନାଡା ସ୍କୁଲ ଗୁଳିକାଣ୍ଡ: ପ୍ରଥମେ ମା’ ଓ ସାବତ ଭାଇଙ୍କୁ ଗୁଳି କରି ହତ୍ୟା କରିଥିଲେ ଟ୍ରାନ୍ସଜେଣ୍ଡର ମହିଳା
ଓଟାୱା: କାନାଡାର ବ୍ରିଟିଶ କଲମ୍ବିଆରେ ଏକ ସ୍କୁଲରେ ମଙ୍ଗଳବାର ଘଟିଥିବା ଗୁଳିକାଣ୍ଡ ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା। କାନାଡା ଇତିହାସରେ ସବୁଠୁ ବଡ଼ ଜଘନ୍ୟ ନରସଂହାର ଘଟଣା…
Read More » -
ଜାତୀୟ
Us Pakistan Major Partner: ପାକିସ୍ତାନ ୟୁଏସର ଏକ ପ୍ରମୁଖ ପାର୍ଟନର୍, ଭାରତ-ବାଂଲାଦେଶ ପରେ ପାକିସ୍ତାନ ସହ ଚୁକ୍ତି କରିବାକୁ ଚାହୁଛି ଆମେରିକା
ଵାସିଂଟନ୍: ଦୁଇ ପ୍ରମୁଖ ଏସୀୟ ଦେଶ, ଭାରତ ଓ ବାଂଲାଦେଶ ସହିତ ଚୁକ୍ତି କରିବା ପରେ, ଆମେରିକା ଏବେ ପାକିସ୍ତାନକୁ ଏକ ପ୍ରମୁଖ ଅଂଶୀଦାର ବୋଲି ଭାବୁଛି। ଆମେରିକା କହିଛି ଯେ…
Read More » -
ଖେଳ
Saqlain Mushtaq Pitch Controversy: ଭାରତ ବିପକ୍ଷ ମ୍ୟାଚ୍କୁ ନେଇ ପାକିସ୍ତାନୀ ଚ୍ୟାନେଲ୍ରେ ନୂଆ ନାଟକ, ପିଚ୍କୁ ନେଇ ପ୍ରଶ୍ନ ଉଠାଇଲେ ସାକଲିନ୍
ଲାହୋର: ଭାରତ ବିପକ୍ଷ ବିଶ୍ବକପ୍ ମ୍ୟାଚ୍କୁ ନେଇ ପିସିବି ମହାନାଟକ କରିବା ପରେ ସେଠାକାର କିଛି ପୂର୍ବତନ ଖେଳାଳି ଏବେ ଟେଲିଭିଜନ୍ ଚ୍ୟାନେଲ୍ରେ ବସି ଅଜବ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିଛି।…
Read More » -
ଜାତୀୟ
Texas Father Shoots Daughter: ଟ୍ରମ୍ପଙ୍କୁ ନେଇ ଘରେ ଯୁକ୍ତିତର୍କ, ଝିଅକୁ ଗୁଳି କଲେ ବାପା
ଟେକ୍ସାସ :ଆମେରିକାର ଟେକ୍ସାସ ରାଜ୍ୟରେ ଏକ ପାରିବାରିକ ବିବାଦ ଦୁଃଖଦ ମୋଡ଼ ନେଇଛି। ୨୩ ବର୍ଷୀୟ ବ୍ରିଟିଶ ମହିଳା ଲୁସି ହାରିସନଙ୍କର ତାଙ୍କ ବାପାଙ୍କ ସହିତ ଆମେରିକାର…
Read More » -
ଜାତୀୟ
Bangladesh Election: କଡ଼ା ସୁରକ୍ଷା ବଳୟରେ ବାଂଲାଦେଶରେ ମତଦାନ ଜାରି: ଭୋଟିଂ ପରେ ତୁରନ୍ତ ଆରମ୍ଭ ହେବ ଗଣନା, ୧୩ରେ ଫଳାଫଳ
ଢାକା: ବାଂଲାଦେଶରେ ଅଗଷ୍ଟ ୨୦୨୪ରେ ହୋଇଥିବା ବଡ଼ଧରଣ ବିରୋଧ ପ୍ରଦର୍ଶନ ଓ ଶେଖ୍ ହସିନାଙ୍କୁ କ୍ଷମତାରୁ ବିତାଡ଼ିତ କରାଯିବା ପରେ ଦେଶରେ ପ୍ରଥମ ଥର ନିର୍ବାଚନ ଅନୁଷ୍ଠିତ ହେଉଛି।…
Read More » -
ଜାତୀୟ
Rahul Gandhi Questions: ପ୍ରଧାନମନ୍ତ୍ରୀ ଶ୍ରମିକ-କୃଷକଙ୍କ କଥା ଶୁଣିବେ ନା ତାଙ୍କ ଉପରେ କାହାର ନିୟନ୍ତ୍ରଣ ରହିଛି: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କଥିତ ଶ୍ରମ ବିରୋଧୀ ନୀତି ବିରୋଧରେ ଗୁରୁବାର କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ଓ କୃଷକ ସଂଗଠନଗୁଡ଼ିକ ଦେଶବ୍ୟାପୀ ଧର୍ମଘଟ ତଥା ଭାରତ ବନ୍ଦ ଡାକରା ଦେଇଛନ୍ତି। ପୂର୍ବତନ…
Read More »